ETV Bharat / city

ସ୍ମାର୍ଟସିଟିର ସ୍ମାର୍ଟ ଝିଅ ଯସ୍ମୀନ

ନିଜର ତ୍ୟାଗ ଏବଂ କାର୍ଯ୍ୟ ଦକ୍ଷତା ଯୋଗୁ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ସ୍ଥିତ ସାଇନ୍ସ ପାର୍କ ବସ୍ତି ଝିଅ ଯସ୍ମୀନ ନିଶା ଏକ ଉଦାହରଣ ସୃଷ୍ଟି କରି ପାଇଛନ୍ତି । ହାସଲ କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ । ଅଧିକ ପଢନ୍ତୁ...

smart-girls-in-smart-city
smart-girls-in-smart-city
author img

By

Published : Jan 15, 2020, 11:14 PM IST

ଭୁବନେଶ୍ବର: ସ୍ମାର୍ଟସିଟିର ଅଖ୍ୟାତ ଅଞ୍ଚଳରୁ କମିଶନରେଟ ପୋଲିସର ମହିଳା ଏସପିଓ ।ନିଜର ତ୍ୟାଗ ଏବଂ କାର୍ଯ୍ୟ ଦକ୍ଷତା ଯୋଗୁ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ସ୍ଥିତ ସାଇନ୍ସ ପାର୍କ ବସ୍ତି ଝିଅ ଯସ୍ମୀନ ନିଶା ଏକ ଉଦାହରଣ ସୃଷ୍ଟି କରି ପାଇଛନ୍ତି । ହାସଲ କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ ।

ଜୀବନ କୌଶଳ ଶିକ୍ଷାର ତାଲିମ ପାଇ ସମାଜରେ ଉଦାହରଣ ପାଲଟିଛନ୍ତି ଏହି ଯୁବ ନେତୃତ୍ବ । ଯସ୍ମୀନଙ୍କ ବୟସ ୨୦ ବର୍ଷ ହୋଇଥିବା ବେଳେ ଘର ଭୁବନେଶ୍ବର ସାଇନ୍ସ ପାର୍କ ବସ୍ତିରେ । କଲେଜରେ ଯୁକ୍ତ ୩ରେ ଅଧ୍ୟୟନରତ । ନିଜ ଗୋଷ୍ଠୀଙ୍କୁ ଆତ୍ମ କୌଶଳ ତାଲିମ ପ୍ରଦାନ କରି ନିଜକୁ ପ୍ରତିପାଦିତ କରିପାରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସ୍ମାର୍ଟସିଟି ରେ ସ୍ମାର୍ଟ ଝିଅର ବିକାଶର ନେତୃତ୍ୱ।

Body:ଜୀବନର ବିକାଶ।ସ୍ମାର୍ଟସିଟି ଅଖ୍ୟାତ ପଲ୍ଲୀରୁ କମିଶନରେଟ ପୋଲିସ।ଭୁବନେଶ୍ୱରରେ ବସ୍ତି ଝିଅର ଦୃଷ୍ଟାନ୍ତ ନେତୃତ୍ୱ।ସୋସିଆଲ ସ୍ମାର୍ଟ ପ୍ରକଳ୍ପରେ ବସ୍ତି ବାଳିକାଙ୍କ ବାଜିମାତ। ନିଜର ତ୍ୟାଗ ଏବଂ କାର୍ଯ୍ୟ ଦକ୍ଷତା ଯୋଗୁ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ସାଇନ୍ସ ପାର୍କ ବସ୍ତି ଝିଅ ଯସ୍ମୀନ ନିଶା ଏକ ଉଦାହରଣ ସୃଷ୍ଟି କରି ପାଇଛନ୍ତି ଏକ ସ୍ୱତନ୍ତ୍ର ପରିଚୟ।। ଜୀବନ କୌଶଳ ଶିକ୍ଷାର ତାଲିମ ପାଇ ସମାଜରେ ଉଦାହରଣ ପାଲଟିଛନ୍ତି ଏହି ଯୁବ ନେତୃତ୍ୱ।

ଯସ୍ମୀନ ନିଶା ,ବୟସ ୨୦ ,ଘର -ଭୁବନେଶ୍ୱର ସାଇନ୍ସ ପାର୍କ ବସ୍ତିରେ।ଭୁବନେଶ୍ୱର ଏକ କଲେଜରେ ପ୍ଲସ ୩ ରେ ଅଧ୍ୟୟନରତ।ନିଜ ଗୋଷ୍ଠିଙ୍କୁ ଆତ୍ମ କୌଶଳ ତାଲିମ ପ୍ରଦାନ କରି ନିଜକୁ ପ୍ରତିପାଦିତ କରିପାରିଛନ୍ତି ଯାହା ଫଳରେ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ମିଳିଛି ସ୍ପେସିଆଲ ପୋଲିସ ଅଫିସର।ଯାହା ଭୁବନେଶ୍ୱର ପାଇଁ ଗୌରବ ର ବିଷୟ।

ସାଇନ୍ସ ପାର୍କ ବସ୍ତିର ତୃତୀୟ ବର୍ଷର ଛାତ୍ରୀ ଯସ୍ମୀନ ନିଶା ଏବେ କମିଶନରେଟ ପୋଲିସ ଦ୍ୱାରା ଜଣେ ସ୍ପେସିଆଲ ପୋଲିସ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.