ETV Bharat / city

Odisha Corona Report: ପୂର୍ବାପେକ୍ଷା ବଢିଲା ସଂକ୍ରମଣ, ଦିନକରେ ୨୮ ପଜିଟିଭ - ଓଡିଶା କୋରୋନା ସଂକ୍ରମିତ ତଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ପୂର୍ବାପେକ୍ଷା ବଢିଲା ସଂକ୍ରମଣ
ପୂର୍ବାପେକ୍ଷା ବଢିଲା ସଂକ୍ରମଣ
author img

By

Published : Apr 7, 2022, 9:34 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଲାଗାତାର ଦୁଇଦିନ ହେବ ସଂକ୍ରମଣ ୧୫ ତଳେ ଥିଲା ଆଉ ଆଜି ତାହା ବଢିଛି । ଗତ ୨୪ ଘଣ୍ଟାରେ ୨୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩ କିଶୋର କିଶୋରୀ ରହିଥିବା ବେଳେ ୧୭ କ୍ବାରେଣ୍ଟାଇନ ସେଣ୍ଟର ଓ ୧୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୧, ବାଲେଶ୍ବରରୁ ୧, ବଲାଙ୍ଗୀରରୁ ୨, କଟକ ୨, ଗଞ୍ଜାମ ୧, ଜଗତସିଂହପୁର ୧, କେନ୍ଦ୍ରପଡାରୁ ୨, ଖୋର୍ଦ୍ଧାରୁ ୭, ମୟୂକଭଞ୍ଜ ୩, ସମ୍ବଲପୁରରୁ ୪, ସୁନ୍ଦରଗଡରୁ ୨ ଓ ଷ୍ଟେଟ ପୁଲରୁ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୮୦୧ରେ ପହଞ୍ଚିଛି ।

ବର୍ତ୍ତମାନ ରାଜ୍ୟରେ ୨୦୮ ସକ୍ରିୟ ମାମଲା ରହିଛି । ନୂଆ ୫୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୧୨ ଲକ୍ଷ ୭୮ ହଜାର ୪୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ୩୦୮୪୨୬୨୩ କୋରୋନା ପରୀକ୍ଷା ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.