ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସାମ୍ବାଦିକ ସମ୍ମିଳନୀ । କୋରୋନାକୁ ନେଇ ସଜାଗ ରାଜ୍ୟ ସରକାର । ରାଜ୍ୟରେ ୭ଟି ଲାବ୍ରୋଟୋରୀରେ ୭୫୭୭ ନମୁନାର ପରୀକ୍ଷା । ସେହିପରି ହଟସ୍ପଟ ଭୁବନେଶ୍ବର ପାଇଁ ସରକାରଙ୍କ ସ୍ବତନ୍ତ୍ର ଷ୍ଟ୍ରାଟେଜି । ପ୍ରତି ଲକ୍ଷେ ଲୋକରେ ୫ ହଜାର ନମୁନା ପରୀକ୍ଷା କରିବାକୁ ନିଷ୍ପତି ।
କମୁଛି କୋରୋନା; ଭୁବନେଶ୍ବରର ପ୍ରତି ଲକ୍ଷରେ ପରିକ୍ଷା ହେବ 5 ହଜାର ନମୁନା
13:18 April 17
ହଟସ୍ପଟ ଭୁବନେଶ୍ବର ପାଇଁ ସରକାରଙ୍କ ସ୍ବତନ୍ତ୍ର ଷ୍ଟ୍ରାଟେଜି
09:51 April 17
କମୁଛି କୋରୋନା
ଭୁବନେଶ୍ବର: ରାଜ୍ୟ ସରକାର ଆଶ୍ବସ୍ତ। ଲଗାତର ଦ୍ଵିତୀୟ ଦିନ ପାଇଁ ରାଜ୍ୟରେ କୌଣସି କରୋନା ପଜିଟିଭ ଆସି ନାହିଁ। ଗତକାଲି 843 ସାମ୍ପୁଲ ପରୀକ୍ଷା ହୋଇଥିଲା। ସେଥିରେ ସବୁ ରିପୋର୍ଟ ନେଗେଟିଭ ରହିଛି। ଏବେ ପଜିଟିଭ ସଂଖ୍ୟା 60ରେ ସୀମିତ ରହିଛି। ଗତ କିଛି ଦିନ ଧରି ଯେଉଁଭଳି ଭାବରେ ସଂଖ୍ୟା ବଢିଥିଲା ତାହା ଚିନ୍ତାଜନକ ରହିଥିଲା।