ETV Bharat / city

National Girl Child Day: ଅଣ୍ଡାରେ ଚିତ୍ରଶିଳ୍ପୀ ପ୍ରିୟଙ୍କାଙ୍କ ଅଭିନବ କଳାକୃତି - ଜାତୀୟ ବାଳିକା ଶିଶୁ ଦିବସ

ଆଜି ହେଉଛି ଜାତୀୟ ବାଳିକା ଶିଶୁ ଦିବସ । ଏନେଇ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଦେଲେ ନିଆରା ବାର୍ତ୍ତା । ଅଧିକ ପଢନ୍ତୁ

ଜାତୀୟ ବାଳିକା ଶିଶୁ ଦିବସ ନେଇ ଅଣ୍ତାରେ ନିଆରା ବାର୍ତ୍ତା ଦେଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା

author img

By

Published : Jan 24, 2022, 10:32 PM IST

ଭୁବନେଶ୍ବର : ଆଜି ହେଉଛି ଜାତୀୟ ବାଳିକା ଶିଶୁ ଦିବସ । ଏହି ଦିବସରେ ଏହି ଦିନଟି ପ୍ରଥମେ ୨୪ ଜାନୁଆରୀ ୨୦୦୮ରେ ପାଳନ କରାଯାଇଥିଲା। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ପର୍ଯ୍ୟବେକ୍ଷଣ ୨୦୦୮ରେ ଆରମ୍ଭ ହୋଇଥିଲା ।

ଜାତୀୟ ବାଳିକା ଶିଶୁ ଦିବସ ନେଇ ଅଣ୍ତାରେ ନିଆରା ବାର୍ତ୍ତା ଦେଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା
ଜାତୀୟ ବାଳିକା ଶିଶୁ ଦିବସ ନେଇ ଅଣ୍ତାରେ ନିଆରା ବାର୍ତ୍ତା ଦେଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା

ତେବେ ଏହି ଜାତୀୟ ବାଳିକା ଶିଶୁ ଦିବସର ଲକ୍ଷ୍ୟ ହେଉଛି ଝିଅମାନଙ୍କ ଅଧିକାର ପାଇଁ ସଚେତନତା ସୃଷ୍ଟି କରିବା । ଏହି ଦିବସ ବାଳିକାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରେ। ଚଳିତ ବର୍ଷ ଜାତୀୟ ବାଳିକା ଶିଶୁ ଦିବସର ବିଷୟବସ୍ତୁ ହେଉଛି “ଆସନ୍ତାକାଲି ଉଜ୍ଜ୍ୱଳ ବାଳିକା ବା ଝିଅମାନଙ୍କୁ ସଶକ୍ତ କରିବା” ।

ସେଥିପାଇଁ ଝିଅମାନଙ୍କୁ କେବଳ ସେମାନଙ୍କର ଲୁକ୍କାୟିତ ପ୍ରତିଭା ଦେଖାଇବା ପାଇଁ ନୁହେଁ । ବରଂ ସମ୍ପୂର୍ଣ୍ଣ ସ୍ୱାଧୀନତା ସହିତ ଜୀବନ ବିତାଇବାକୁ ମଧ୍ୟ ସୁଯୋଗ ଦିଆଯିବା ଆବଶ୍ୟକ । ଏହି ଥିମକୁ ନେଇ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଅଣ୍ଡାରେ ମାତୃ ଗର୍ଭରୁ ଗୋଟିଏ ଝିଅ ଏହି ଦୁନିଆକୁ ଆସିବା ପରେ କିଭଳି ଏକ ଉତ୍ତମ ଜୀବନର ସ୍ବପ୍ନ ଦେଖୁଛି । ଆଉ ସ୍କୁଲ ଯାଉଛି ତାହାହିଁ ନିଜର ଚିତ୍ର ମାଧ୍ୟମରେ ପ୍ରତିପାଦିତ କରିଛନ୍ତି । ତିନୋଟି ଅଣ୍ଡାରେ ହିଁ ପ୍ରିୟଙ୍କା ଏକ ଘଣ୍ଟାର ସମୟ ନେଇ ତାହା ତିଆରି କରିଛନ୍ତି । ଆଉ ନିଜେ ଜଣେ ଝିଅ ହୋଇଥିବାରୁ ଝିଅକୁ ବି ସ୍ୱାଧୀନତା ସହ ତା ଲକ୍ଷ୍ୟ ହାସଲ ହାସଲ କରିବା ପାଇଁ ସେ ବାର୍ତ୍ତା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.