ETV Bharat / city

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ଓ ସୁଲତା - ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ଅଧିକ ପଢନ୍ତୁ

ସାଂସଦ ଭାବେ ଶପଥ ନେଲେ ମାନସ ଓ ସୁଲତା
ସାଂସଦ ଭାବେ ଶପଥ ନେଲେ ମାନସ ଓ ସୁଲତା
author img

By

Published : Jul 8, 2022, 1:29 PM IST

ଭୁବନେଶ୍ବର: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ପ୍ରଥମ ଥର ପାଇଁ ଉଭୟ ରାଜ୍ୟସଭା ଯାଇଥିବା ବେଳେ ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଦିନ ୧୧ଟା ସମୟରେ ରାଜ୍ୟସଭା ପରିସରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ରାଜ୍ୟମାନଙ୍କର ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିଥିଲେ ।

ଜୁନ ୧୦ରେ ଓଡ଼ିଶାର ୪ ଆସନ ପାଇଁ ହୋଇଥିଲା ରାଜ୍ୟସଭା ନିର୍ବାଚନ । ବିରୋଧି ରାଜ୍ୟସଭା ପ୍ରାର୍ଥୀ ଦେଇନଥିବାରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ 4 ବିଜେଡି ପ୍ରାର୍ଥୀ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ଓ ନିରଞ୍ଜନ ବିଶି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.