ETV Bharat / city

ଗୋଟିଏ ଛାତ ତଳେ ଏକାଠି ହେଲେ 7ଟି ଦେଶର ମା' - international conference of global mother 2019

ଭୁବନେଶ୍ବରସ୍ଥିତ ସୋଆ ୟୁନିଭର୍ସସିଟିରେ ଇଣ୍ଟରନ୍ୟାସନାଲ କନଫରେନ୍ସ ଅଫ୍ ଗ୍ଲୋବାଲ ମଦର 2019 ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ..

ଗୋଟିଏ ଛାତ ତଳେ ଏକାଠି ହେଲେ 7ଟି ଦେଶର ମା'
author img

By

Published : Nov 22, 2019, 4:33 AM IST

ଭୁବନେଶ୍ବର: ଗୁରୁବାର ଭୁବନେଶ୍ବରସ୍ଥିତ ସୋଆ ୟୁନିଭର୍ସସିଟିରେ ଇଣ୍ଟରନ୍ୟାସନାଲ କନଫରେନ୍ସ ଅଫ୍ ଗ୍ଲୋବାଲ ମଦର 2019 ଆରମ୍ଭ କରାଯାଇଛି ।

ଗୋଟିଏ ଛାତ ତଳେ ଏକାଠି ହେଲେ 7ଟି ଦେଶର ମା'

ଏହି କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି ଫ୍ୟାମିଲି ସିଷ୍ଟମ ଆଣ୍ଡ ରୋଲ ଅଫ୍ ମଦର୍‌ । ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଯୌଥ ପରିବାରର ଏକତା ଉପରେ ଜ୍ଞାନ ଆହରଣ କରିବା ସହ ନିଜ ଦେଶର ପରମ୍ପରାକୁ ବାଣ୍ଟିବେ ଏହି ମା'ମାନେ ।

ଏନେଇ ନେପାଳ, କାଜକସ୍ଥାନ, ବୁଲଗେରିଆ, ଜର୍ଜିଆ, ଇରାନ, ଜର୍ମାନୀ, ଉଜବେକିସ୍ତାନ ପ୍ରମୁଖ 7ଟି ଦେଶରୁ 32 ଜଣ ମାଆ ଗୁରୁବାର ଏହି ଆନ୍ତର୍ଜାତିକ ସମ୍ବିଳନୀରେ ଯୋଗ ଦେଇଛନ୍ତି । ଏହା ସହ ଗୁରୁବାର ରାତିଠାରୁ ଆସନ୍ତା 24 ପର୍ଯ୍ୟନ୍ତ ଏହି ମା'ମାନେ ଭୁବନେଶ୍ବରର ଅନେକ ପରିବାରରେ ରହିବା ସହ ଓଡ଼ିଆ ଚାଲିଚଳଣୀ ଶିଖିବାର ଲାଭ ଉଠାଇବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଗୋଟିଏ ଛାତ ତଳେ ଏକାଠି ହେଲେ 7 ଟି ଦେଶ ର ମାଁ।

ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଯୌଥ ପରିବାର ର ଏକତା ଉପରେ ଜ୍ଞାନ ଆହରଣ କରିବା ସହ ନିଜ ଦେଶ ର ପରମ୍ପରା କୁ ବାଣ୍ଟିବେ ଏହି ମା ମନେ। ଆଜି ଭୁବନେଶ୍ୱର ସ୍ତିତ ଶୋଆ ୟୁନିଭର୍ସ ସିଟି ରେ ଇଣ୍ଟରନେସନାଲ କନଫାରେନ୍ସ ଅପ ଗ୍ଲୋବାଲ ମଦର 2019 ଆରମ୍ଭ କରାଯାଇଛି । ବିଷୟ ରହିଛି ଫ୍ୟାମିଲି ଶିଷ୍ଟମ ଆଣ୍ଡ ରୋଲ ଅପ ମଦର
।ଆଉ ନେପାଳ, କାଜକସ୍ଥାନ, ବୁଲଗେରିଆ, ଜର୍ଜିଆ, ଇରାନ, ଜର୍ମାନୀ,ଉଜବେବିସ୍ତାନ ପ୍ରମୁଖ 7 ଟି ଦେଶ ରୁ 32 ଜଣ ମାଁ ଆଜି ଏହି ଆନ୍ତର୍ଜାତିକ ସମ୍ବିଳନୀ ରେ ଯୋଗ ଦେଇଛନ୍ତି । ଏହା ସହ ଆଜି ରାତି ଠାରୁ ଆସନ୍ତା 24 ପର୍ଯ୍ୟନ୍ତ ଏହି ମା ମନେ ଭୁବନେଶ୍ୱର ର ଅନେକ ପରିବାର ରେ ରହିବା ସହ ଓଡ଼ିଆ ଚାଲିଚଳଣୀ ଶିଖିବାର ଲାଭ ପାଇବେ।

ବାଇଟ ମାଧୁରୀ ସହଶ୍ରବୁଧେ
ସଭାପତି , ହୋଲିଷ୍ଟିକ ଆସେସିଏସନ

Body:ଗୋଟିଏ ଛାତ ତଳେ ଏକାଠି ହେଲେ 7 ଟି ଦେଶ ର ମାଁ।
ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଯୌଥ ପରିବାର ର ଏକତା ଉପରେ ଜ୍ଞାନ ଆହରଣ କରିବା ସହ ନିଜ ଦେଶ ର ପରମ୍ପରା କୁ ବାଣ୍ଟିବେ ଏହି ମା ମନେ। ଆଜି ଭୁବନେଶ୍ୱର ସ୍ତିତ ଶୋଆ ୟୁନିଭର୍ସ ସିଟି ରେ ଇଣ୍ଟରନେସନାଲ କନଫାରେନ୍ସ ଅପ ଗ୍ଲୋବାଲ ମଦର 2019 ଆରମ୍ଭ କରାଯାଇଛି । ବିଷୟ ରହିଛି ଫ୍ୟାମିଲି ଶିଷ୍ଟମ ଆଣ୍ଡ ରୋଲ ଅପ ମଦର
।ଆଉ ନେପାଳ, କାଜକସ୍ଥାନ, ବୁଲଗେରିଆ, ଜର୍ଜିଆ, ଇରାନ, ଜର୍ମାନୀ,ଉଜବେବିସ୍ତାନ ପ୍ରମୁଖ 7 ଟି ଦେଶ ରୁ 32 ଜଣ ମାଁ ଆଜି ଏହି ଆନ୍ତର୍ଜାତିକ ସମ୍ବିଳନୀ ରେ ଯୋଗ ଦେଇଛନ୍ତି । ଏହା ସହ ଆଜି ରାତି ଠାରୁ ଆସନ୍ତା 24 ପର୍ଯ୍ୟନ୍ତ ଏହି ମା ମନେ ଭୁବନେଶ୍ୱର ର ଅନେକ ପରିବାର ରେ ରହିବା ସହ ଓଡ଼ିଆ ଚାଲିଚଳଣୀ ଶିଖିବାର ଲାଭ ପାଇବେ।

ବାଇଟ ମାଧୁରୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.