ETV Bharat / city

ଅର୍ଜୁନ ପୁରସ୍କାର ପାଇଁ ଓଡିଆ ପୁଅଙ୍କୁ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା

ଆସନ୍ତାକାଲି(ଗୁରୁବାର) ଅର୍ଜୁନ ପୁରସ୍କାର ପାଇବେ ଓଡିଆ ପୁଅ ପ୍ରମୋଦ ଭଗତ । ଏହାପୂର୍ବରୁ ନୂଆଦିଲ୍ଲୀରେ ପ୍ରମୋଦଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 28, 2019, 7:45 PM IST

ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର) ଅର୍ଜୁନ ପୁରସ୍କାର ପାଇବେ ଓଡିଆ ପୁଅ ପ୍ରମୋଦ ଭଗତ । ଏହାପୂର୍ବରୁ ନୂଆଦିଲ୍ଲୀରେ ପ୍ରମୋଦଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଟ୍ବିଟ୍‌ କରିଛନ୍ତି ଯେ, ପ୍ରମୋଦ ଭଗତ ଓଡିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ସନ୍ତାନ ଏବଂ ବିଶ୍ବର ୧ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି । ସେ ଆସନ୍ତାକାଲି ଅର୍ଜୁନ ଆୱାର୍ଡ ଗ୍ରହଣ କରିବା ଜାଣି ମୁଁ ଗର୍ବିତ । ପ୍ରମୋଦ ଆଗକୁ ମଧ୍ୟ କ୍ରୀଡା କ୍ଷେତ୍ରରେ ଆହୁରି ଅନେକ ଗୌରବ ଆଣନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆସନ୍ତା କାଲି ଅର୍ଜୁନ ପୁରସ୍କାର ପାଇବେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ଏହାପୂର୍ବରୁ ନୂଆଦିଲ୍ଲୀରେ ବୁଧବାର ସ୍ୱର୍ଣ୍ଣ ବିଜେତା ଓଡିଶାର ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସହ ସାକ୍ଷାତ୍ କରି ଅର୍ଜୁନ ପୁରସ୍କାରର ଅବ୍ୟବହିତ ପୂର୍ବରୁ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ପ୍ରମୋଦ ଭଗତ ଓଡିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ସନ୍ତାନ ଏବଂ ବିଶ୍ୱର ୧ ନମ୍ବର ପାରା ବ୍ୟାଡମିଂଟନ ଖେଳାଳି । ସେ ଆସନ୍ତାକାଲି ଅର୍ଜୁନ ଆୱାର୍ଡ ଗ୍ରହଣ କରିବା ଜାଣି ଗର୍ବିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରମୋଦ ଭଗତ ଆଗକୁ ମଧ୍ୟ କ୍ରୀଡା କ୍ଷେତ୍ରରେ ଆହୁରି ଅନେକ ଐଶୋର୍ଯ୍ୟ ସାଉଁଟୁନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।Body:ହହConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.