ETV Bharat / city

ରାଜ୍ୟରେ ସର୍ବାଧିକ 3682 ଆକ୍ରାନ୍ତ ଚିହ୍ନଟ, 94 ହଜାର ଟପିଲା ସଂକ୍ରମିତ ସଂଖ୍ୟା

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 3682 ସଂକ୍ରମିତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 94,668କୁ ବୃଦ୍ଧି । ଅଧିକ ପଢନ୍ତୁ...

ରାଜ୍ୟରେ ସର୍ବାଧିକ 3682 ଆକ୍ରାନ୍ତ ଚିହ୍ନଟ, 94 ହଜାର ଟପିଲା ସଂକ୍ରମିତ ସଂଖ୍ୟା
ରାଜ୍ୟରେ ସର୍ବାଧିକ 3682 ଆକ୍ରାନ୍ତ ଚିହ୍ନଟ, 94 ହଜାର ଟପିଲା ସଂକ୍ରମିତ ସଂଖ୍ୟା
author img

By

Published : Aug 28, 2020, 11:33 AM IST

ଭୁବନେଶ୍ବର: ରାଜ୍ୟରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ । ଦିନକରେ 3682 ସଂକ୍ରମିତ । ଆକ୍ରାନ୍ତଙ୍କ ମଧ୍ୟରେ 2241 କ୍ବାରେଣ୍ଟାଇନ ସେଣ୍ଟର ଓ 1441 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 94,668କୁ ବୃଦ୍ଧି ।

ରାଜ୍ୟରେ ସର୍ବାଧିକ 3682 ଆକ୍ରାନ୍ତ ଚିହ୍ନଟ, 94 ହଜାର ଟପିଲା ସଂକ୍ରମିତ ସଂଖ୍ୟା
ରାଜ୍ୟରେ ସର୍ବାଧିକ 3682 ଆକ୍ରାନ୍ତ ଚିହ୍ନଟ, 94 ହଜାର ଟପିଲା ସଂକ୍ରମିତ ସଂଖ୍ୟା

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 775 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ 56, ବାଲେଶ୍ବରରୁ 87, ବରଗଡରୁ 152, ଭଦ୍ରକରୁ 51, ବଲାଙ୍ଗୀରରୁ 68, ବୌଦ୍ଧରୁ 14, କଟକରୁ 369, ଦେବଗଡରୁ 12, ଢେଙ୍କାନାଳରୁ 61, ଗଜପତିରୁ 48, ଗଞ୍ଜାମରୁ 174, ଜଗତସିଂହପୁରରୁ 44, ଯାଜପୁରରୁ 88, ଝରସୁଗୁଡାରୁ 43, କଳାହାଣ୍ଡିରୁ 41, କନ୍ଧମାଳରୁ 36, କେନ୍ଦ୍ରାପଡାରୁ 44, କେନ୍ଦୁଝରରୁ 59, କୋରାପୁଟରୁ 140, ମାଲକାନଗିରିରୁ 86, ମୟୂରଭଞ୍ଜରୁ 272, ନବରଙ୍ଗପୁରରୁ 38, ନୟାଗଡରୁ 109, ନୂଆପଡାରୁ 23, ପୁରୀରୁ 115, ରାୟଗଡାରୁ 495, ସମ୍ବଲପୁରରୁ 128, ସୋନପୁରରୁ 27 ଓ ସୁନ୍ଦରଗଡ ରୁ 27 ଜଣ ଆକ୍ରାନ୍ତ ରହିଛନ୍ତି ।

ସେପଟେ 65,323 ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବାବେଳେ 28,836ଟି ରହିଛି ସକ୍ରିୟ ମାମଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.