ETV Bharat / city

ରାଜ୍ୟରେ 15 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 377କୁ ବୃଦ୍ଧି

corona lockdown day 47
ରାଜ୍ୟରେ 352 ଆକ୍ରାନ୍ତ, 3 ମୃତ
author img

By

Published : May 10, 2020, 12:38 PM IST

Updated : May 10, 2020, 7:41 PM IST

19:40 May 10

ବୌଦ୍ଧରେ କୋରୋନା ଚିହ୍ନଟ, ରାଜ୍ୟରେ ସଂଖ୍ୟା 377

ଭୁବନେଶ୍ବର: ରାଜ୍ୟରେ ଆଉ 15 ଆକ୍ରାନ୍ତ ଚିହ୍ନଟ । ସମୁଦାୟ ସଂଖ୍ୟା 377କୁ ବୃଦ୍ଧି । ଯେଉଁଥିରେ ପୁରୀରୁ 2, ଗଞ୍ଜାମରୁ 7, ଯାଜପୁରରୁ ଜଣେ, ଅନୁଗୋଳରୁ 2 ଓ ବୌଦ୍ଧରୁ 3 ଜଣ ରହିଛନ୍ତି । ତେବେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାରେ କୋରୋନା ପ୍ରବେଶ କରିଥିବାବେଳେ ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ସୂଚନା ମିଳିଛି। ସେପଟେ ପୁରୀର ଦୁଇ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

15:25 May 10

ରାଜ୍ୟରେ 10 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 362କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ 10 କୋରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକର 6 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଯାଜପୁରରେ 4 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 362କୁ ବୃଦ୍ଧି ପାଇଛି ।  

12:31 May 10

ରାଜ୍ୟରେ 352 ଆକ୍ରାନ୍ତ, 3 ମୃତ

ଭୁବନେଶ୍ବର: ରାଜ୍ୟରେ ପୁଣି 58 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ 29 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବରରେ 15 ଓ ଅନୁଗୁଳ ଜିଲ୍ଲାରେ 13 ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 352କୁ ବୃଦ୍ଧିପାଇଛି । ସେପଟେ ଗଞ୍ଜାମରେ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ମୃତକଙ୍କ ସଂଖ୍ୟା 3ରେ ପହଞ୍ଚିଛି । ସେହିପରି ସମୁଦାୟ 68 ଜଣ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ 281 ଟି ସକ୍ରିୟ ମାମଲା ରହିଛି ।

Last Updated : May 10, 2020, 7:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.