ETV Bharat / city

CM Patnaik visits State Tribal Museum : ଜନଜାତି ଏନସାଇକ୍ଲୋପିଡିଆ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Sep 26, 2022, 9:09 PM IST

ଜନଜାତି ଏନସାଇକ୍ଲୋପିଡିଆ ଉନ୍ମୋଚନ ( Tribal Museum releases Encyclopedia ) କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ଏନସାଇକ୍ଲୋପିଡିଆ (Encyclopedia ) ଉନ୍ମୋଚନ ହୋଇଥିବା ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ଏହା ସହ ମୁଖ୍ୟମନ୍ତ୍ରୀ ଓଡ଼ିଶା ଜନଜାତି ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ଜନଜାତି ଏନସାଇକ୍ଲୋପିଡିଆ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜନଜାତି ଏନସାଇକ୍ଲୋପିଡିଆ ଉନ୍ମୋଚନ ( Tribal Museum releases Encyclopedia ) କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ଏନସାଇକ୍ଲୋପିଡିଆ (Encyclopedia ) ଉନ୍ମୋଚନ ହୋଇଥିବା ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ଏହା ସହ ମୁଖ୍ୟମନ୍ତ୍ରୀ ଓଡ଼ିଶା ଜନଜାତି ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ।

  • CM @Naveen_Odisha has released five edited volumes of ‘Encyclopaedia of Tribes in Odisha’ published by @scstrti & #Odisha State Tribal Museum. The first-of-its-kind Encyclopaedia in country, covers all 62 Scheduled Tribe communities and 13 Particularly Vulnerable Tribal Groups. pic.twitter.com/iFn2fEWprv

    — CMO Odisha (@CMO_Odisha) September 26, 2022 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ - Metro Services In Bhubaneswar-Cuttack: ନବୀନଙ୍କୁ ଅପରାଜିତାଙ୍କ ଚିଠି ବଢାଇଲା ଆଶା

CM Patnaik visits State Tribal Museum : ଜନଜାତି ଏନସାଇକ୍ଲୋପିଡିଆ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
CM Patnaik visits State Tribal Museum : ଜନଜାତି ଏନସାଇକ୍ଲୋପିଡିଆ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଜନଜାତି ଏନସାଇକ୍ଲୋପିଡିଆରେ 5ଟି ଭଲ୍ୟୁମ ରହିଛି । ଏହି ପୁସ୍ତକ ସମ୍ପୂର୍ଣ୍ଣ ଗବେଷଣା ଉପରେ ଆଧାରିତ । ଏଥିରେ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି । ଜନଜାତି ଉପରେ ଆଧାରିତ । ଏଥିରେ 3 ହଜାର 800 ପୃଷ୍ଠା ଏବଂ 418ଟି ଆର୍ଟିକିଲ୍ ରହିଛି । ଏହି ଏନସାଇକ୍ଲୋପିଡିଆ 62 ଅନୁସୂଚୀତ ଜନଜାତି ଏବଂ 13 ନିର୍ଦ୍ଧିଷ୍ଟ ଜନଜାତିର ଲୋକଙ୍କ ଉପରେ ଆଧାରିତ । ଏନସାଇକ୍ଲୋପିଡିଆ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପୁସ୍ତକ ନିଶ୍ଚିତ ଭାବରେ ସମସ୍ତ ଶିକ୍ଷାବିତ, ଗବେଷକ, ନୀତି ନିର୍ମାତା ଏବଂ ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ବିଷୟରେ ଜାଣିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ଏକ ଭଣ୍ଡାର ହେବ ।

ଏହାବି ପଢନ୍ତୁ - ପ୍ରହସନ ପାଲଟିଛି ଉଠା ଜଳସେଚନ ପ୍ରକଳ୍ପ ! ଚାଷଜମିକୁ ମିଳୁନି ପାଣି

ଏହି ଏନସାଇକ୍ଲୋପିଡିଆରେ ଥିବା 418ଟି ଆର୍ଟିକିଲ ଗତ 6 ଦଶନ୍ଧି ମଧ୍ୟରେ ଆଦିବାସୀ ପତ୍ରିକା ଏବଂ ଅନ୍ୟାନ୍ୟ ପ୍ରକାଶନରେ ପ୍ରକାଶିତ ହୋଉଛି । ଏଥିସହ ମ୍ୟୁଜିୟମ ପରିସରରେ ଥିବା ଆଦିବାସୀ ଗ୍ୟାଲେରୀ ପରିଦର୍ଶନ କରି ପ୍ରଶଂସା କରିଛନ୍ତି ନବୀନ । କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର ବାଲାକ୍ରିଷ୍ଣନ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ଜନଜାତି ସଂଗ୍ରହାଳୟର ଅଧକ୍ଷ ପ୍ରଫେସର ଏ ବି ଓଟା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.