ETV Bharat / city

ଲିଙ୍ଗରାଜ ମନ୍ଦିର ଉପନିୟମ ନେଇ ରାଜ୍ୟ ସରକାରଙ୍କୁ କେନ୍ଦମନ୍ତ୍ରୀଙ୍କ ଆଶ୍ବସ୍ତି

ଲିଙ୍ଗରାଜ ମନ୍ଦିର ବାଇ ଲ'କୁ ନେଇ ରାଜ୍ୟ ସରକାରଙ୍କୁ ଆଶ୍ବସ୍ତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲିଙ୍ଗରାଜ ସେବାୟତ ଓ ରାଜ୍ୟବାସୀ ଲିଙ୍ଗରାଜ ମନ୍ଦିର ପାଇଁ କେନ୍ଦ୍ରର ଉପନିୟମକୁ ବିରୋଧ କରିଛନ୍ତି। ଅଧିକ ପଢ଼ନ୍ତୁ...

central minister dharmendra pradhan tweet regarding lingaraj temple by law
ଲିଙ୍ଗରାଜ ମନ୍ଦିର ଉପନିୟମ ନେଇ ରାଜ୍ୟ ସରକାରଙ୍କୁ କେନ୍ଦମନ୍ତ୍ରୀଙ୍କ ଆଶ୍ବସ୍ତି
author img

By

Published : Feb 12, 2021, 10:11 PM IST

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ବାଇ ଲ'କୁ ନେଇ ରାଜ୍ୟ ସରକାରଙ୍କୁ ଆଶ୍ବସ୍ତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ ପୁରୀ ଶ୍ରୀମନ୍ଦିର ପାଇଁ ଏହି ଉପନିୟମ ହୋଇଥିଲା। ତେବେ ରାଜ୍ୟରେ ଏହାକୁ ଜୋରଦାର ବିରୋଧ ପରେ ଏହା ପ୍ରତ୍ୟାହୃତ ହୋଇଥିଲା। ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ପାଇଁ ଏହି ଉପନିୟମ ଲାଗୁ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଯୋଜନା ରଖିଛି। ତେବେ ଲିଙ୍ଗରାଜ ସେବାୟତ ଓ ରାଜ୍ୟବାସୀ ଏହାକୁ ବିରୋଧ କରିଛନ୍ତି।

central minister dharmendra pradhan tweet regarding lingaraj temple by law
https://etvbharatimages.akamaized.net/etvbharat/prod-images/10603918_m.JPG

ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ରାଜ୍ୟ ସରକାରଙ୍କୁ ଆଶ୍ବସ୍ତି ଦେଇଛନ୍ତି। ସେ ଟ୍ବିଟ୍ କରିଛନ୍ତି ଯେ, "ଏହି ଚିଠା ଉପନିୟମ ନେଇ ରାଜ୍ୟ ସରକାରଙ୍କ ଯାହା ଆପତ୍ତି ରହିଛି ତାହାର ତାଲିକା ପ୍ରସ୍ତୁତ କରିବା ସହ ଏହାକୁ ଭାରତ ସରକାରଙ୍କ ବିଭାଗର ସଚିବଙ୍କୁ ଲିଖିତ ଭାବରେ ଅବଗତ କରାନ୍ତୁ। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରୁଛି ଯେ ପ୍ରଧାନମନ୍ତ୍ରୀଙ୍କ ସରକାର ଓଡ଼ିଶା ଜନସାଧାରଣଙ୍କର ସଂସ୍କୃତି, ଗୌରବ ଏବଂ ଭାବାବେଗକୁ ସମ୍ମାନ ଦେବାରେ ତିଳେମାତ୍ର ଅବହେଳା କରିବେ ନାହିଁ। ରାଜ୍ୟ ସରକାରଙ୍କ ଥିବା ସମସ୍ତ ଅଭିଯୋଗକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।"

central minister dharmendra pradhan tweet regarding lingaraj temple by law
ଲିଙ୍ଗରାଜ ମନ୍ଦିର ଉପନିୟମ ନେଇ ରାଜ୍ୟ ସରକାରଙ୍କୁ କେନ୍ଦମନ୍ତ୍ରୀଙ୍କ ଆଶ୍ବସ୍ତି

କେନ୍ଦ୍ର ମନ୍ତ୍ରୀ ରାଜ୍ୟର ପ୍ରଶାନିକ ଅଧିକାରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, "ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ ଜଣେ ଦକ୍ଷ କର୍ତ୍ତୃପକ୍ଷ ହୋଇଥିବେ। ଓଡ଼ିଶାର ସ୍ମାରକୀ ଚତୁଃପାର୍ଶ୍ବରେ ଯେକୌଣସି ପ୍ରକାରର ନିର୍ମାଣ ଏବଂ ବିକାଶ କାର୍ଯ୍ୟ ପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରୁଛନ୍ତି । ଏଥିରୁ ଜଣାପଡୁଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ବୋଧହୁଏ ଭୁବନେଶ୍ୱରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିରରେ ଏନଏମଏ ପକ୍ଷରୁ ପ୍ରକାଶିତ ଚିଠା ଉପନିୟମ ସମ୍ବନ୍ଧରେ ସଠିକ୍ ଭାବରେ ଅବଗତ କରିନାହାନ୍ତି।"

ଏହାପରେ ସେ ପୁନଃ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରି କହିଛନ୍ତି ଯେ, "ଓଡ଼ିଶାର ସମୃଦ୍ଧ ଐତିହ୍ୟର ସୁରକ୍ଷା ଏବଂ ଭୁବନେଶ୍ବର ଏକାମ୍ର କ୍ଷେତ୍ରର ଶ୍ରଦ୍ଧାଳୁ, ସେବାୟତ ଏବଂ ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଚିନ୍ତା ସ୍ବାଗତଯୋଗ୍ୟ। ପୁରାତନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ, ସୁରକ୍ଷା ଏବଂ ସଂରକ୍ଷଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜାତୀୟ ଐତିହ୍ୟ ପ୍ରାଧିକରଣ ଗଠନ କରାଯାଇଛି। ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ବପୂର୍ଣ୍ଣ ସ୍ମାରକୀର ସଂରକ୍ଷଣ ଉପରେ ଅଧିକ ଉନ୍ନତି ଆଣିବା ପାଇଁ ଉତ୍ତମ ନୀତି ଓ ଆଇନଗତ ଢାଞ୍ଚା ପ୍ରଦାନ କରିବ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.