ETV Bharat / city

ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା - ଆରମ୍ଭ ହେଲା ଆଦିବାସୀ ମେଳା 2019

ଜନତା ମଇଦାନରେ ଆଦିବାସୀ ମେଳା 2019 ଆରମ୍ଭ ହୋଇଛି । ଏହି ମେଳାରେ ଆଦିବାସୀମାନଙ୍କର କଳାକୃତି ପ୍ରଦର୍ଶନ ସହିତ ବିକ୍ରି କରାଯାଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 2, 2019, 5:00 AM IST

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ଆଦିବାସୀ ମେଳା 2019 । ଜନତା ମଇଦାନ ଆରମ୍ଭ ହୋଇଥିବା ଏହି ମେଳାକୁ କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ ଉଦଘାଟନ କରିଛନ୍ତି। ଆଦିବାସୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଏଠାରେ ପ୍ରଦର୍ଶନ ସହ ବିକ୍ରି କରାଯିବ । ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ଏହି ମେଳାରେ ସର୍ବମୋଟ 104ଟି ଷ୍ଟଲ ଖୋଲାଯାଇଥିବା ବେଳେ 20ଟି ରାଜ୍ୟର ପ୍ରାୟ 204 ଜଣ କାରିଗର ଯୋଗ ଦେଇଛନ୍ତି । ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀମାନଙ୍କ କଳାକୃତି ଏହି ମେଳାରେ ପ୍ରଦର୍ଶିତ କରାଯାଉଛି । ଆସନ୍ତା 11 ତାରିଖରେ ଏହି ମେଳା ଶେଷ ହେବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀ ରେ ଆରମ୍ଭ ହେଲା ଆଦି ମେଳା 2019 , ପ୍ରଦର୍ଶନ ସହ ବିକ୍ରି ହେବ ଦେଶ ବିଦେଶ ର ଆଦିବାସୀ ଙ୍କ ହାତ ତିଆରି ଜିନିଷପତ୍ର।

ଭାରତ ସରକାର ଙ୍କ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ରାଜଧାନୀ ଭୁବନେଶ୍ବର ର ଜନତା ମଇଦାନ ରେ ଆରମ୍ଭ ହେଲା ଆଦି ମେଳା 2019 । ଯାହାର ଶୁଭାରମ୍ଭ ଆଜି ରେଣୁକା ସିଂ ( କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ) ସନ୍ଧ୍ୟା 7 ଟା ସମୟ ରେ ହୋଇଛି। ଏହି ଆଦି ମେଳା ରେ ସର୍ବମୋଟ 104 ଟି ଷ୍ଟଲ ରହିଥିବା ସହ 20 ଟି ରାଜ୍ୟ ରୁ 204 ଜଣ କୌଶଳି କାରୀଗର ଆସିଛନ୍ତି ।ସାରା ଭାରତରେ ଆଦିବାସୀ ଙ୍କ ନିଜସ୍ୱ ହାତ ରେ ତିଆରି କରୁଥିବା ଜିନିଷ ପତ୍ର ଏହି ମେଳା ରେ ବିକ୍ରି ହେବ। ସାଧାରଣ ଲୋକେ ମଧ୍ୟ ଆଦିବାସୀ ଙ୍କ କୁଶଳି କାରିଗରୀ ସହ ଅବଗତ ହେବେ । ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ଆଗାମୀ 11 ତାରିଖ ରେ ଶେଷ ହେବ।

ବାଇଟ ରେଣୁକା ସିଂ ( କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ )
ବାଇଟ ରମେଶ ମିନା, ଚେୟାରମ୍ୟାନ , ଜନଜାତୀ ମନ୍ତ୍ରଣାଳୟ

Body:ରାଜଧାନୀ ରେ ଆରମ୍ଭ ହେଲା ଆଦି ମେଳା 2019 , ପ୍ରଦର୍ଶନ ସହ ବିକ୍ରି ହେବ ଦେଶ ବିଦେଶ ର ଆଦିବାସୀ ଙ୍କ ହାତ ତିଆରି ଜିନିଷପତ୍ର।

ଭାରତ ସରକାର ଙ୍କ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ରାଜଧାନୀ ଭୁବନେଶ୍ବର ର ଜନତା ମଇଦାନ ରେ ଆରମ୍ଭ ହେଲା ଆଦି ମେଳା 2019 । ଯାହାର ଶୁଭାରମ୍ଭ ଆଜି
ରେ ସନ୍ଧ୍ୟା 7 ଟା ସମୟ ରେ ହୋଇଛି। ଏହି ଆଦି ମେଳା ରେ ସର୍ବମୋଟ 104 ଟି ଷ୍ଟଲ ରହିଥିବା ସହ 20 ଟି ରାଜ୍ୟ ରୁ 204 ଜଣ କୌଶଳି କାରୀଗର ଆସିଛନ୍ତି ।ସାରା ଭାରତରେ ଆଦିବାସୀ ଙ୍କ ନିଜସ୍ୱ ହାତ ରେ ତିଆରି କରୁଥିବା ଜିନିଷ ପତ୍ର ଏହି ମେଳା ରେ ବିକ୍ରି ହେବ। ସାଧାରଣ ଲୋକେ ମଧ୍ୟ ଆଦିବାସୀ ଙ୍କ କୁଶଳି କାରିଗରୀ ସହ ଅବଗତ ହେବେ । ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ଆଗାମୀ 11 ତାରିଖ ରେ ଶେଷ ହେବ।

ବାଇଟ ମନ୍ତ୍ରୀ
ବାଇଟ ରମେଶ ମିନା, ଚେୟାରମ୍ୟାନ , ଜନଜାତୀ ମନ୍ତ୍ରଣାଳୟ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.