ETV Bharat / city

ରାଜ୍ୟରେ ଆଉ 73 କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 611

73-more-covid19-positive-in-odisha
ରାଜ୍ୟରେ ଆଉ 73 କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : May 14, 2020, 9:28 AM IST

Updated : May 14, 2020, 10:38 AM IST

09:21 May 14

ରାଜ୍ୟରେ ଆଉ 73 କୋରୋନା ଆକ୍ରାନ୍ତ ଚିହ୍ନଟ

73-more-covid19-positive-in-odisha
ରାଜ୍ୟରେ ଆଉ 73 କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ 73 କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 611ରେ ପହଞ୍ଚିଲା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା କୋରୋନା ପଜିଟିଭି ମଧ୍ୟରେ ଗଞ୍ଜାମରୁ 42,ଯାଜପୁରରୁ 17,ଭଦ୍ରକରୁ 9,ଖୋର୍ଦ୍ଧାରୁ 3 ଓ ସୁନ୍ଦରଗଡରୁ 2 ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ 249 କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ପ୍ରବାସୀ ଓଡିଆ ବୋଲି ଜଣାପଡିଛି ।

ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ 538 କୋରୋନା ଆକ୍ରାନ୍ତ ଥିଲାବେଳେ ଆଜି ଚିହ୍ନଟ ହୋଇଥିବା 73 ସହ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା  611ରେ ପହଞ୍ଚିଛି । ଏହା ସହ ରାଜ୍ୟରେ 143 ଜଣ ସୁସ୍ଥ ହୋଇଥିଲା ବେଳେ 3 ଜଣ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ 465 ଆକ୍ଟିଭ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Last Updated : May 14, 2020, 10:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.