ETV Bharat / city

ରାଜ୍ୟରେ 48 ପ୍ରତିଶତ ICU ବେଡ ବ୍ୟବହୃତ - ଓଡିଶାରେ କୋରୋନା

ରାଜ୍ୟରେ ମୋଟ ଜେନେରାଲ ବେଡ଼ ସଂଖ୍ୟା 8894 ରହିଥିବା ବେଳେ ସେଥିରୁ 2942 ବେଡ଼ ରୋଗୀ ମାନେ ବ୍ୟବହାର କରିଛନ୍ତି। ଅଧିକ ପଢନ୍ତ..

48.85 pc ICU bed used for covid patience in  odisha
ରାଜ୍ୟରେ 48 ପ୍ରତିଶତ ICU ବେଡ ବ୍ୟବହୃତ
author img

By

Published : Apr 27, 2021, 8:59 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍ୟପଟେ ଧୀରେ ଧୀରେ କୋଭିଡ ହସ୍ପିଟାଲରେ ବେଡ଼ ଭର୍ତ୍ତି ହେବାରେ ଲାଗିଛି। ଏବେ ସୁଦ୍ଧା ରାଜ୍ୟରେ 48.85 ପ୍ରତିଶତ ରୋଗୀ ଆଇସିୟୁ ବ୍ୟବହାର କରିଛନ୍ତି।

ରାଜ୍ୟରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ମୋଟ ଜେନେରାଲ ବେଡ଼ ସଂଖ୍ୟା 8894 ରହିଥିବା ବେଳେ ସେଥିରୁ 2942 ବେଡ଼, ରୋଗୀ ମାନେ ବ୍ୟବହାର କରିଛନ୍ତି। 33.08 ପ୍ରତିଶତ ଫିଲପ ରହିଛି। ଅନ୍ୟପଟେ ଆଇସିୟୁରେ ବେଡ଼ ସଂଖ୍ୟା ଦିନକୁ ଦିନ ବଢୁଛି।

ତେବେ ଆଇସିୟୁ ବେଡ଼ ସଂଖ୍ୟା ରାଜ୍ୟରେ ମୋଟ 2170 ବେଡ଼ ରହିଥିବା ବେଳେ 1060 ବେଡ଼ ଆଇସିୟୁ ରେ ରୋଗୀ ରହିଛନ୍ତି। 48.85 ପ୍ରତିଶତ ଫିଲପ ରହିଛି। ରାଜ୍ୟରେ ମୋଟ ଭେଣ୍ଟଲେଟର ବେଡ଼ ସଂଖ୍ୟା 858 ରୁ 223 ଜଣ ରୋଗୀ ବ୍ୟବହାର କରିଛନ୍ତି। ମୋଟ 25.99 ପ୍ରତିଶତ ବ୍ୟବହାର ହୋଇଛି। ଅନ୍ୟପଟେ ରାଜ୍ୟ ସରକାର ଆଗାମୀ ଦିନରେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବାକୁ ଉଚିତ ପଦକ୍ଷେପ ନେବା ସହ କରୋନା ଠାରୁ ଦୂରେଇ ରହିବାକୁ ହେଲେ ମାସ୍କ ସାମାଜିକ ଦୂରତା ସହ ସାନିଟାଇଜ କରିବାକୁ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.