ETV Bharat / city

କ୍ୟାବିନେଟ ବୈଠକ ଶେଷ; ସୁବର୍ଣ୍ଣରେଖା ଉପରେ ନିର୍ମାଣ ହେବ ବ୍ରିଜ, ଜିଏସଟି ବିଲକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ ବୈଠକ ଶେଷ । 3ଟି ପ୍ରସ୍ତାବକୁ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଅଧିକ ପଢନ୍ତୁ...

କ୍ୟାବିନେଟ ବୈଠକ ଶେଷ
କ୍ୟାବିନେଟ ବୈଠକ ଶେଷ
author img

By

Published : Sep 15, 2020, 1:35 PM IST

Updated : Sep 15, 2020, 3:46 PM IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । 3ଟି ପ୍ରସ୍ତାବକୁ ମଞ୍ଜୁରୀ ।

ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ 3ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବାଲେଶ୍ବର ଜିଲ୍ଲାର ସୁବର୍ଣ୍ଣରେଖା ନଦୀରେ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ସେତୁ ନିର୍ମାଣ ପାଇଁ 138 କୋଟି 74 ଲକ୍ଷ 48 ହଜାର ଟଙ୍କା ବଜେଟ ହୋଇଛି । 30 ମାସ ଭିତରେ ସେତୁ ନିର୍ମାଣ କାମ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

କ୍ୟାବିନେଟ ବୈଠକ ଶେଷ; ସୁବର୍ଣ୍ଣରେଖା ଉପରେ ନିର୍ମାଣ ହେବ ବ୍ରିଜ, ଜିଏସଟି ବିଲକୁ ମଞ୍ଜୁରୀ

ସେତୁ ହେଲେ ବାଲିଆପାଳ-ଭୋଗରାଇ ମଧ୍ୟରେ ଯାତାୟତର ସୁବିଧା ହେବ । ଏହାସହ ଓଡିଶା ଦ୍ରବ୍ୟ ଓ ସେବା କର ଅଧ୍ୟାଦେଶରେ ସଂଶୋଧନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି । ସେହିପରି ଲୋକାଲ ଫଣ୍ଡ ଅଡିଟ ନିୟମରେ ସଂଶୋଧନ କରାଯାଇଛି ।

କ୍ୟାବିନେଟ ବୈଠକ ଶେଷ
କ୍ୟାବିନେଟ ବୈଠକ ଶେଷ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Sep 15, 2020, 3:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.