ETV Bharat / city

ଭଦ୍ରକରେ ନାମାଙ୍କନ ଦାଖଲ କଲା ବିଜେଡି

ଶନିବାର ଭଦ୍ରକରୁ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାଜେନ୍ଦ୍ର ଦାସ । ରାଜ୍ୟର 46 ନମ୍ବର ବିଧାନସଭା ନିର୍ବାଚନମଣ୍ଡଳୀ ଧାମନଗରରୁ ବିଜୁଜନତା ଦଳ ପକ୍ଷରୁ ଦ୍ଵିତୀୟ ଥର ପାଇଁ ପୁଣି ନିର୍ବାଚନ ଲଢିବେ ରାଜେନ୍ଦ୍ର ଦାସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ
author img

By

Published : Apr 6, 2019, 10:45 PM IST

ଭଦ୍ରକ: ଶନିବାର ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାଜେନ୍ଦ୍ର ଦାସ । ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜ୍ୟର 46 ନମ୍ବର ବିଧାନସଭା ନିର୍ବାଚନମଣ୍ଡଳୀ ଧାମନଗରରୁ ବିଜୁଜନତା ଦଳ ପକ୍ଷରୁ ଦ୍ଵିତୀୟ ଥର ପାଇଁ ପୁଣି ନିର୍ବାଚନ ଲଢିବେ ରାଜେନ୍ଦ୍ର ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

ରାଜେନ୍ଦ୍ର 2009 ରେ ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ 2014 ରେ ଦଳ ତାଙ୍କ ବଦଳରେ ମୁକ୍ତିକାନ୍ତ ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା । ମୁକ୍ତିକାନ୍ତ ମଧ୍ୟ ନିର୍ବାଚନରେ ଜୟଯୁକ୍ତ ହୋଇଥିଲେ । ତେବେ ଚଳିତ ଥର ଦଳ ପୁଣି ରାଜେନ୍ଦ୍ରଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ତେଣୁ ତାଙ୍କୁ ପୁନର୍ବାର ଏହି ସୁଯୋଗ ଦେଇଥିବାରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଏହି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣ ଅଧିକାରୀ ଅତିରିକ୍ତ ଉପ ଜିଲ୍ଲାପାଳ ହେମନ୍ତ କୁମାର ବିହାରୀଙ୍କ କାର୍ଯ୍ୟାଳୟରେ ରାଜେନ୍ଦ୍ର ଦାସ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏନେଇ ସେ ଶନିବାର ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଅତିରିକ୍ତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ । ରାଜେନ୍ଦ୍ର ଚଳିତଥର ନିଶ୍ଚୟ ଜୟଯୁକ୍ତ ହେବେ ବୋଲି କହିବା ସହ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଆଶୀର୍ବାଦ ତାଙ୍କ ସହିତ ଥିବା ମଧ୍ୟ କହିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

AP Video Delivery Log - 1300 GMT Horizons
Saturday, 6 April, 2019
Here is a roundup of Associated Press video content which has been sent to customers in the last 24 hours. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-0900: HZ Seychelles Ocean Mission Secrets AP Clients Only 4202657
Aldabra: A window into a near-pristine reef ecosystem ++REPLAY++
AP-APTN-0900: HZ UK Royal Pregnancy AP Clients Only 4204631
Meghan retains her fashion sparkle during pregnancy
AP-APTN-0900: HZ Seychelles Ocean Mission Climate Change AP Clients Only 4199093
Protected island reserve endangered by climate change
++REPLAY++
AP-APTN-0900: HZ Puerto Rico Storm Technology AP Clients Only 4204627
High tech solutions to vital hurricane rescue missions
AP-APTN-0900: HZ UK Experimental Games Fest AP Clients Only 4204647
Experimental creations at annual London Games Festival
AP-APTN-0900: HZ Seychelles Ocean Mission Tortoise AP Clients Only 4201043
Vulnerable Aldabra giant tortoise protected from climate change ++REPLAY++
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.