ETV Bharat / city

ପୌର ନିର୍ବାଚନ: ବ୍ରହ୍ମପୁରରେ ଜମିଲାଣି ନିର୍ବାଚନୀ ମାହୋଲ - ବ୍ରହ୍ମପୁରରେ ଜମିଲାଣି ନିର୍ବାଚନୀ ମାହୋଲ

ରାଜ୍ୟରେ ଆଗାମୀ ପୌର ପରିଷଦ ପାଇଁ ନିର୍ବାଚନ ଲାଗି ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ବ୍ରହ୍ମପୁର ସହରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ

ପୌର ନିର୍ବାଚନ: ବ୍ରହ୍ମପୁରରେ ଜମିଲାଣି ନିର୍ବାଚନୀ ମାହୋଲ

author img

By

Published : Mar 2, 2022, 10:47 PM IST

ବ୍ରହ୍ମପୁର: ରାଜ୍ୟରେ ଆଗାମୀ ପୌର ପରିଷଦ ପାଇଁ ନିର୍ବାଚନ ଲାଗି ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ବ୍ରହ୍ମପୁର ସହରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୌର ନିର୍ବାଚନ: ବ୍ରହ୍ମପୁରରେ ଜମିଲାଣି ନିର୍ବାଚନୀ ମାହୋଲ

ସେହିପରି ଚଳିତ ଥର ନିଗମର ମେୟର ପଦବୀ ଏବଂ ୱାର୍ଡ ମେମ୍ବର ପାଇଁ କିପରି ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ନିଜର ଫର୍ମ ନେବା ସହ ପ୍ରାର୍ଥୀପତ୍ର ଦାଖଲ ସମୟରେ କେଉଁ କାଗଜପତ୍ର ଦାଖଲ କରିବେ ଏନେଇ ପ୍ରବେଶ ପଥରେ ନୋଟିସ ମାରିଛି ପ୍ରଶାସନ । ପ୍ରଥମ ଦିନର ପ୍ରାର୍ଥୀପତ୍ର ଦାଖଲ ଦିବସରେ କୌଣସି ପ୍ରାର୍ଥୀ ନାମଙ୍କାନ ଦାଖଲ କରିନଥିବା ବେଳେ ସମସ୍ତେ କେବଳ ଫର୍ମ ନେଇ ଯାଇଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.