ETV Bharat / city

ଗଞ୍ଜାମରୁ ଗୋଟିଏ ଦିନରେ ୫୦ ଆକ୍ରାନ୍ତ ଚିହ୍ନଟ, ୧୩ କୋରୋନା ଯୋଦ୍ଧା ସାମିଲ

ଗୋଟିଏ ଦିନରେ ଗଞ୍ଜାମରେ ବାହାରିଲେଣି ୫୦ ପଜିଟିଭ୍ । ସେଥିମଧ୍ୟରୁ ୧୩ ଜଣ ଆଗଧାଡିରେ ସେବାରତ ସରକାରୀ କର୍ମଚାରୀ ତଥା କୋରୋନା ୱାରିୟର ଆକ୍ରାନ୍ତ ହୋଇଛନ୍ତି ।

ଗଞ୍ଜାମରୁ ଦିନକରେ ଚିହ୍ନଟ ହେଲେ ୫୦ ଆକ୍ରାନ୍ତ,୧୩ କୋରୋନା ଯୋଦ୍ଧା ସାମିଲ

author img

By

Published : Jun 26, 2020, 10:19 AM IST

ବ୍ରହ୍ମପୁର: ଗୋଟିଏ ଦିନରେ ଗଞ୍ଜାମରୁ ବାହାରିଲେଣି ୫୦ ପଜିଟିଭ୍ । ସେଥିମଧ୍ୟରୁ ୧୩ ଜଣ ଆଗଧାଡିରେ ସେବାରତ ସରକାରୀ କର୍ମଚାରୀ ତଥା କୋରୋନା ୱାରିୟର ଆକ୍ରାନ୍ତ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୧୧୩୮ ରହିଥିବା ବେଳେ ସେଥିରୁ ୩୧୨ ଜଣ ଚିକିତ୍ସିତ ହେଉଥିବା ବେଳେ ୭୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେଥିମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ଘଟିଛି ।

ଗଞ୍ଜାମରୁ ଦିନକରେ ଚିହ୍ନଟ ହେଲେ ୫୦ ଆକ୍ରାନ୍ତ,୧୩ କୋରୋନା ଯୋଦ୍ଧା ସାମିଲ
ଗଞ୍ଜାମରୁ ଦିନକରେ ଚିହ୍ନଟ ହେଲେ ୫୦ ଆକ୍ରାନ୍ତ,୧୩ କୋରୋନା ଯୋଦ୍ଧା ସାମିଲ

ସେହିପରି ପଜିଟିଭ୍ ଚିହ୍ନଟ ହୋଇଥିବା ୧୩ ଜଣ କୋରୋନା ୱାରିୟରଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ ରେ ତିନି ଜଣ କର୍ମଚାରୀ ରହିଥିବା ବେଳେ ୮ ଜଣ ଆସିକା ଅଞ୍ଚଳର ଏବଂ କବିସୂର୍ଯ୍ୟନଗର ଏବଂ କୋଦଳାରେ ଜଣେ ଲେଖାଏଁ କର୍ମଚାରୀ ରହିଥିବା କୁହାଯାଇଛି । ସେହିପରି ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଚାରି ଜଣ ପଜିଟିଭ୍ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ସୁରଟ ଏବଂ ପୁନେରୁ ଫେରିଥିବା ଜଣେ ଲେଖାଏଁ ଏବଂ ମୁମ୍ୱାଇରୁ ଦୁଇ ଜଣ ରହିଥିବା ଦେଖାଯାଇଛି ।

ଏହି ଆକ୍ରାନ୍ତ ମାନେ କୁକୁଡାଖଣ୍ଡି , ରଙ୍ଗେଇଲୁଣ୍ଡା ଏବଂ ସୋରଡା ଅଞ୍ଚଳରେ ରହିଥିବା ଜିଲ୍ଲାପାଳ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲାରେ ୩୩ ଜଣ ଏକ୍ଟିଭ୍ କଣ୍ଟ୍ରାକ୍ଟ ପଜିଟିଭ୍ ମାମଲା ରହିଥିବା ବେଳେ ଏହା ମୁଖ୍ୟତଃ ଜିଲ୍ଲାର କବିସୂର୍ଯ୍ୟନଗରରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଖଲ୍ଲିକୋଟ,ଆସିକା , ଖଲ୍ଲିକୋଟ , ପୁରଷୋତ୍ତମପୁର ଏବଂ ସାନଖେମୁଣ୍ଡି ଅଞ୍ଚଳରୁ ଦୁଇ ଜଣ ଲେଖାଏଁ ଏବଂ ଛତ୍ରପୁର ଓ କୁକୁଡାଖଣ୍ଡିରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ ବ୍ରହ୍ମପୁର ମହାନଗର ନିଗମରେ ପୁଣି ତିନି ଜଣ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.