ETV Bharat / city

ବାଇକ ଲୁଟେରା ଗ୍ୟାଙ୍ଗ ଠାବ: ଜଣେ ଗିରଫ, 9 ବାଇକ ଜବତ

ଚାଲିଥିଲା ଗୋଟିଏ ପରେ ଗୋଟିଏ ବାଇକ ଲୁଟ । ଚୋରା ବାଇକ ସବୁ ବାହାର ରାଜ୍ୟକୁ ଚାଲାଣ କରି ବିକ୍ରି ହେଉଥିଲା । ଦୀର୍ଘ ଦିନ ଧରି ଚାଲିଥିଲା ଏହି ଲୁଟ କାରବାର । ଶେଷରେ ଏହି ବାଇକ ଲୁଟର ପର୍ଦ୍ଦାଫାଶ କରିଛି ଜଳେଶ୍ବର ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Feb 4, 2019, 2:07 PM IST

ବାଲେଶ୍ୱର: ଚାଲିଥିଲା ଗୋଟିଏ ପରେ ଗୋଟିଏ ବାଇକ ଲୁଟ । ଚୋରା ବାଇକ ସବୁ ବାହାର ରାଜ୍ୟକୁ ଚାଲାଣ କରି ବିକ୍ରି ହେଉଥିଲା । ଦୀର୍ଘ ଦିନ ଧରି ଚାଲିଥିଲା ଏହି ଲୁଟ କାରବାର । ଶେଷରେ ଏହି ବାଇକ ଲୁଟର ପର୍ଦ୍ଦାଫାଶ କରିଛି ଜଳେଶ୍ବର ପୋଲିସ । ଘଟଣାରେ ଅଭିଯୁକ୍ତ ଚନ୍ଦ୍ରମୋହନ ଦାସଙ୍କୁ ଗିରଫ କରାଯାଇଛି । 9ଟି ବାଇକ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
undefined

ବାଲେଶ୍ବର ଜଳେଶ୍ବର ଅଞ୍ଚଳରେ ଦୀର୍ଘ ଦିନ ହେଲା ସକ୍ରିୟ ଥିଲେ ବାଇକ ଲୁଟେରା ଗ୍ୟାଙ୍ଗ । ପୋଲିସକୁ ଚକମା ଦେଖାଇ ଲୁଟେରାମାନେ ଏହି କାରବାର ଚଳାଇଥିଲେ । ବାରମ୍ବାର ବାଇକ ଲୁଟର ଅଭିଯୋଗ ବି ଆସୁଥିଲା । ଲୁଟେରା ଗ୍ୟାଙ୍ଗକୁ ଠାବ କରିବା ପୋଲିସ ପାଇଁ ଥିଲା ବଡ ଚ୍ୟାଲେଞ୍ଜ ।

ଲୋକଙ୍କ ଅଭିଯୋଗ ପରେ ଜଳେଶ୍ବର ଆଇଆଇସି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା। ବାରିପଦାରେ ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟ ଥିବାର ସୁରାକ ପାଇଥିଲା ପୋଲିସ । ବାରିପଦା ଟାଉନ ଥାନା ଅଞ୍ଚଳରେ ଜଳେଶ୍ବର ପୋଲିସ ପହଞ୍ଚି ଅଭିଯୁକ୍ତ ଚନ୍ଦ୍ରମୋହନଙ୍କୁ ଗିରଫ କରିଛି । ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ନ୍ୟୁଜ

ବାଇଟ -ପ୍ରଦୀପ ମାଝୀ , ଆଇଆଇସି, ଜଳେଶ୍ବର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.