ETV Bharat / business

350-500 ସିସି ବାଇକ ସେଗମେଣ୍ଟରେ ହୋଣ୍ଡାର ଏଣ୍ଟ୍ରି - ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ

ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ହାଇନେସ ସିବି 350 ଲଞ୍ଚ କରିଛି । ଯାହାର ଦାମ 1.85 ଲକ୍ଷ ଟଙ୍କା ( ଏକ୍ସ ସୋରୁମ, ଗୁରୁଗ୍ରାମ ) ରହିଛି । ଅଧିକ ପଢନ୍ତୁ..

350-500 cc ବାଇକ ସେଗମେଣ୍ଟରେ ହୋଣ୍ଡାର ଏଣ୍ଟ୍ରି

author img

By

Published : Oct 9, 2020, 5:42 PM IST

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (HMSI) ଗୁରୁବାର ଭାରତରେ ମିଡ-ସାଇଜ 350-500 ସିସି ମୋଟରସାଇକେଲ ସେଗମେଣ୍ଟରେ ଏଣ୍ଟ୍ରି ନେଇଛି । କମ୍ପାନୀ ହାଇନେସ ସିବି 350 ଲଞ୍ଚ କରିଛି । ଯାହାର ଦାମ 1.85 ଲକ୍ଷ ଟଙ୍କା ( ଏକ୍ସ ସୋରୁମ, ଗୁରୁଗ୍ରାମ ) ରହିଛି ।

କମ୍ପାନୀର ଏହି ନୂଆ ଅଫର ହେଉଛି 'ବିଗୱିଙ୍ଗ୍' ପୋର୍ଟଫୋଲିଓରେ ତୃତୀୟ BS-VI ମଡେଲ । ଯାହା ସ୍ବତନ୍ତ୍ର ପ୍ରିମିୟମ ବାଇକ ଭର୍ଟିକାଲ ଅଟେ |

କମ୍ପାନୀ ନିଜ ବିବୃତ୍ତିରେ କହିଛି କି ‘‘ ହାଇନେସ ସିବି 350ରେ ବଡ ଶକ୍ତିଶାଳୀ 350 ସିସି, ଏୟାର କୁଲ୍ଡ 4 ଷ୍ଟ୍ରୋକ ଓଏଚସି ସିଙ୍ଗଲ-ସିଲେଣ୍ଡର ଇଞ୍ଜିନ ରହିଛି । ଯାହା PGM-FI ଟେକ୍ନୋଲୋଜି ସହିତ ସଜ୍ଜିତ ।

ଏଥିରେ ଡୁଆଲ ସିକ୍ସ ବକ୍ସ, ଡୁଆଲ ଚ୍ୟାନେଲ ଏବିଏସ ଏବଂ ଅନ୍ୟ ଫିଚର ସହ 15 ଲିଟର ଫ୍ୟୁଏଲ ଟ୍ୟଙ୍କ ରହିଛି । ଏଥିରେ ଏକ୍ସଟ୍ରା ଭିଜିବିଲଟି ପାଇଁ ଫ୍ରଣ୍ଟ ଓ ବ୍ୟାକ ଏଣ୍ଡ ଉପରେ ଏଲଇଡି ସେଟଅପ ଅଛି ।

ପ୍ରକାଶ ଯେ, କମ୍ପାନୀର ‘CB’ ବ୍ରାଣ୍ଡର ଲମ୍ବା ଇତିହାସ ଅଛି । 1952 ରେ ଏଥିରେ CB92 ଲଞ୍ଚ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.