ETV Bharat / business

ଆଗାମୀ 100 ଦିନକୁ ଅପେକ୍ଷା, ନୂଆ ରୂପରେ ଭାରତର ଅର୍ଥନୀତି

ମୋଦିଙ୍କ ଫୋକସରେ ଆଗାମୀ 100 ଦିନ। ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ନେବେ ବହୁ ସଂସ୍କାରମୂଳକ ପଦକ୍ଷେପ । ଗତ ଥର ଭଳି ମୋଦି ତାଙ୍କ ଦ୍ବିତୀୟ ଇନିଂସିରେ ମଧ୍ୟ ଆଣିପାରନ୍ତି କିଛି ନୂଆ ଟ୍ବିଷ୍ଟ।

ଫାଇଲ ଫଟୋ
author img

By

Published : May 31, 2019, 6:04 PM IST

ନୂଆଦିଲ୍ଲୀ: ଗାଦିରେ ବସୁ ବସୁ କାମ ଆରମ୍ଭ କରିଦେଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗମୀ 100 ଦିନର ଆଗୁଆ କାର୍ଯ୍ୟସୂଚୀ କରି ଆରମ୍ଭ କରିଦେଲେଣି ପ୍ଲାନିଂ ପ୍ରୋଗ୍ରାମ । ଅର୍ଥନୀତିରୁ ମଜବୁତ ପାଇଁ ଆବଶ୍ୟକୀୟ ପ୍ରତିଟି ଦିଗ ଉପରେ ରଖିଛନ୍ତି କଡା ନଜର । ଖାସ କରି ଦେଶର ଆୟକୁ ବୃଦ୍ଧି କରିବାକୁ ଆପଣାଉଛନ୍ତି ଆପଣାଉଛନ୍ତି ନୂଆ ନୂଆ ଟ୍ରିକ ।

ତେବେ ସରକାରଙ୍କ ଫୋକସରେ ବେକାରୀ, ବ୍ୟବସାୟିକ ସୁଗମତା , ବିଦେଶୀ ପୁଞ୍ଜିନିବେଶ, ଏନପିଏ ଆଦି ରହିଛି। ଏଥିଲାଗି ସରକାର ପ୍ରଥମ 100 ଦିନକୁ ଆର୍ଥିକ ସୁଧାର ପାଇଁ ଘୋଷଣା କରିପାରନ୍ତି। ଏନେଇ ନୀତି ଆୟୋଗ ପକ୍ଷରୁ ସୂଚନା ମିଳିଛି । ସରକାରଙ୍କ ଏହି ପଦକ୍ଷେପରେ ବିଦେଶୀ ନିବେଶକ ଭାରତୀୟ ବଜାର ଆଡକୁ ଆକର୍ଷିତ ହେବେ ବୋଲି ଅନୁମାନ କରାଯାଉଛି ।

ଏଥିସହ ଏୟାର ଇଣ୍ଡିଆ ସମେତ 42 ସରକାରୀ କମ୍ପାନୀର ଘରୋଇକରଣ କିମ୍ବା ବନ୍ଦ ପାଇଁ ସରକାର ଯୋଜନା କରୁଛନ୍ତି। ଏପେଟ ଜୁଲାଇରୁ ସଂସଦରେ ଆରମ୍ଭ ହେବାକୁ ଥିବା ଅଧିବେଶନରେ କଠୋର ଶ୍ରମ ଆଇନ ଉପରେ ବିଚାର କରାଯିବ ।

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.