ETV Bharat / business

ପେନସନଧାରୀଙ୍କୁ ମୋଦିଙ୍କ ଗିଫ୍ଟ, ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ନିର୍ବାଚନୀ ଭେଟି । 3 ପ୍ରତିଶତ ବୃଦ୍ଧି ପାଇଲା ମହଙ୍ଗା ଭତ୍ତା । ମଙ୍ଗଳବାର କ୍ୟାବିନେଟ ମନ୍ତ୍ରୀମଣ୍ଡଳ ଏ ନେଇ ସବୁଜ ସଂଙ୍କେତ ଦେଖାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Feb 21, 2019, 12:29 PM IST

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ନିର୍ବାଚନୀ ଭେଟି । 3 ପ୍ରତିଶତ ବୃଦ୍ଧି ପାଇଲା ମହଙ୍ଗା ଭତ୍ତା । ମଙ୍ଗଳବାର କ୍ୟାବିନେଟ ମନ୍ତ୍ରୀମଣ୍ଡଳ ଏ ନେଇ ସବୁଜ ସଂଙ୍କେତ ଦେଖାଇଛି । ଏହି ନିୟମ 2019 ଜାନୁଆରୀରୁ ପିଛିଲା ଭାବେ ଲାଗୁ ହେବ । ଏହା ଦ୍ବାରା 1.1 କୋଟି କର୍ମଚାରୀ ଉପକୃତ ହେବେ ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟଚ ବୈଠକରେ କର୍ମଚାରୀଙ୍କୁ ପାଇଁ ଏହି ନିର୍ଣ୍ଣୟ ନିଆଯାଇଛି । ସରକାରଙ୍କ ଏହି ନୂଆ ନିୟମ ଲାଗୁ ପରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ 12 ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଏ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସପ୍ତମ ବେତନ ଆୟୋଗର ପ୍ରସ୍ତାବ କ୍ରମେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କ 48.41 ଲକ୍ଷ କର୍ମଚାରୀ ଓ 62.03 ପେନସନଧାରୀଙ୍କୁ ଫାଇଦା ମିଳିବ ।

Intro:ଇଂ- ଷ୍ଟାମ୍ପିଗ କୁ ବିରୋଧ । ରାଜ୍ୟ ସରକାର ସାଧାରଣ ଷ୍ଟାମ୍ପ ଵ୍ୟଵସ୍ଥା ପରିବର୍ତେ ଇ - ଷ୍ଟାପିଙ୍ଗ କୁ ବିରୋଧ କରି ଆନ୍ଦୋଳ କୁ ଓହ୍ଲାଇଛନ୍ତି ଷ୍ଟାମ୍ପ ଭେଣ୍ଡର ।

Body:ଇଂ- ଷ୍ଟାମ୍ପିଗ କୁ ବିରୋଧ । ରାଜ୍ୟ ସରକାର ସାଧାରଣ ଷ୍ଟାମ୍ପ ଵ୍ୟଵସ୍ଥା ପରିବର୍ତେ ଇ - ଷ୍ଟାପିଙ୍ଗ କୁ ବିରୋଧ କରି ଆନ୍ଦୋଳ କୁ ଓହ୍ଲାଇଛନ୍ତି ଷ୍ଟାମ୍ପ ଭେଣ୍ଡର। ରାଜ୍ୟ ଷ୍ଟାମ ଭେଣ୍ଡର ଆସୋସିଏସନ ଡ଼ାକରାରେ ଅନୁଗୋଳ ଜିଲାପାଳ ଙ୍କ ଅଫିସ ସମ୍ମୁକାରେ ଧାରଣାରେ ବସିଛନ୍ତି ଅନୁଗୋଳ ଷ୍ଟାମ୍ପ ଭେଣ୍ଡର ସଙ୍ଗର କର୍ମଚାରୀ । ସେମାନଙ୍କ ଅଭିଜଗ ହେଲା ସେମାନେ ଏହି ଷ୍ଟାମ୍ପ ପେପର ବିକି ଦୀର୍ଘ ଦିନ ହେବ ନିଜର ପରିବାର ପୋଷୁଛନ୍ତି । ଏବେ ଯଦି ସରକାର ପେପର ବିକ୍ରି ପ୍ରକ୍ରିୟା କୁ ବନ୍ଦ କରି ଦିଅନ୍ତି ତେବେ ସେମାନଙ୍କ ଜୀବିକା ବୁଡିଯିବ । ତେଣୁ ସରକାର ନେଇଥିବା ନିଷ୍ପତି ର ପୁନର ବିଚାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।
byte- ସତ୍ୟନାରାୟଣ ନାଥ , ଷ୍ଟାମ୍ପ ଭେଣ୍ଡର ,

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.