ETV Bharat / briefs

ପଶ୍ଚିମବଙ୍ଗକୁ ଦୁଇ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଅବଧି କମାଇଲା ରେଳବାଇ

ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଅବଧିକୁ ସାପ୍ତାହିକ କରିଦିଆଯାଇଛି ବୋଲି ପୂର୍ବ ରେଳବାଇ ସୂଚନା ଦେଇଛି । ତେବେ କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ଜଣା ପଡ଼ିଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗର ଦୁଇ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଅବଧିକୁ ସାପ୍ତାହିକ କଲେ ରେଳବାଇ

author img

By

Published : Jul 7, 2020, 12:01 PM IST

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଅବଧିକୁ ସାପ୍ତାହିକ କରିଦିଆଯାଇଛି ବୋଲି ପୂର୍ବ ରେଳବାଇ ସୂଚନା ଦେଇଛି । ହାୱଡା-ନୂଆଦିଲ୍ଲୀ-ହାୱଡ଼ା ସ୍ପେଶିଆଲ (ପାଟନା ମାଧ୍ୟମରେ) ଏବଂ ହାୱଡା-ନୂଆଦିଲ୍ଲୀ-ହାୱଡ଼ା ସ୍ପେସିଆଲ (ଧାନବାଦ ମଧ୍ୟରେ) ଟ୍ରେନର ଚଳାଚଳ ବ୍ୟବଧାନକୁ ହ୍ରାସ କରି ସାପ୍ତାହିକ କରିଦିଆଯାଇଛି । ତେବେ କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ଜଣା ପଡ଼ିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ପଶ୍ଚିମବଙ୍ଗରେ 22,126 COVID-19 ମାମଲା ରହିଛି, ସେଥିମଧ୍ୟରେ 6,658 ସକ୍ରିୟ, 14,711 ଜଣ ସୁସ୍ଥ ଏବଂ 757 ଜଣଙ୍କ ମୃତ୍ୟୁ ଘଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.