ETV Bharat / briefs

44. 8 ଡିଗ୍ରୀ ତାପମାତ୍ରା ସହ ସୁବର୍ଣ୍ଣପୁର ଆଜି ରାଜ୍ୟର ଉତପ୍ତ ସହର - TEMPTURE

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଆହୁରି ୬ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 27, 2019, 11:59 PM IST

ଭୁବନେଶ୍ବର: ଆକାଶରୁ ବର୍ଷୁଛି ନିଆଁ । ସୂର୍ଯ୍ୟଦେବଙ୍କ କପୋରେ ଅସ୍ତବ୍ୟସ୍ତ ସାରା ରାଜ୍ୟ । ୧୦ଟି ସହରର ପାରଦ ୪୧ ଡିଗ୍ରୀ ଉପରକୁ ଯାଇଥିବାବେଳେ ଆଜି ସୁବର୍ଣ୍ଣପୁର 44.8ଡିଗ୍ରୀ ସେଲସିୟସ ସହ ପାଲଟିଥିଲା ରାଜ୍ୟର ସବୁଠାରୁ ଉତ୍ତତ୍ପ ସହର ।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଆହୁରି ୬ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏହାସହ ପଶ୍ଚିମ ଓଡ଼ିଶାଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ତାତି ଅସମ୍ଭାଳ ହେବ ବୋଲି କୁହାଯାଇଛି । ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ଏକ ବୁଲେଟିନରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ଦର୍ଶାଯାଇଛି ।

ଆଇଏମଡି ତଥ୍ୟ ଅନୁସାରେ ସୁବର୍ଣ୍ଣପୁର 44.8, ଝାରସଗୁଡ଼ାରେ ୪୪.୦, ବଲାଙ୍ଗୀରରେ ୪୩.୭, ହୀରାକୁଦରେ ୪୩.୬, ଅନୁଗୁଳରେ ୪୨.୭ ପାରଦ ଛୁଇଁଥିବା କହିଛି ଆଇଏମଡି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.