ETV Bharat / briefs

2 ହରିଣ ଶିକାରୀ ଗିରଫ, ଛାଲ ସହ ବନ୍ଧୁକ ଜବତ

ବନ ବିଭାଗ ହାତରେ 2 ହରିଣ ଶିକାରୀ। ଶିକାରୀ ନୀଳଗିରି କୁଳଡ଼ିହା ଅଭୟାରଣ୍ୟ ଅଧିନ ଭାଲିଆପୋଷି ଗ୍ରାମର ଏକ ଅସ୍ଥାୟୀ ଘରେ କିଛି ହରିଣ ଶିକାରୀ ରହୁଥିଲେ। ଖବର ପାଇ ବନ ବିଭାଗର ଚଢାଉ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 12, 2019, 10:03 AM IST

Updated : Apr 12, 2019, 10:30 AM IST

ବାଲେଶ୍ବର: ବନ ବିଭାଗ ହାତରେ 2 ହରିଣ ଶିକାରୀ। ଗିରଫ ଶିକାରୀ ନୀଳଗିରି ଅଞ୍ଚଳର ଏକ ଅସ୍ଥାୟୀ ଘରେ ରହୁଥିଲେ। ଖବର ପାଇ ବନ ବିଭାଗ ଏଠାରେ ଚଢାଉ କରିଥିଲା । ସେମାନଙ୍କ ନିକଟରୁ ଏକ ହରିଣ ଛାଲ ସହ ଶିଙ୍ଗ ଓ ଦେଶୀ ବନ୍ଧୁକ ଜବତ କରିଛି ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁସାରେ, ନୀଳଗିରି କୁଳଡ଼ିହା ଅଭୟାରଣ୍ୟ ଅଧିନ ଭାଲିଆପୋଷି ଗ୍ରାମର ଏକ ଅସ୍ଥାୟୀ ଘରେ କିଛି ହରିଣ ଶିକାରୀ ରହୁଥିବା ଖବର ବନବିଭାଗ ପାଇଥିଲା। ସୂଚନା ପାଇଁ ବନବିଭାଗ ଉକ୍ତ ଘର ଉପରେ ଚଢ଼ାଉ କରିଥିଲା। ସେଠାରେ 2ଜଣ ଶିକାରୀ ଥିବା ବେଳେ ସେମାନଙ୍କୁ ବିଭାଗ ଗିରଫ କରିଥିଲା ।

ତେବେ କୁଳଡିହା ଏସିଏଫଓଙ୍କ କହିବାନୁଯାୟୀ, ଶିକାରୀମାନେ କିଛିଦିନ ପୂର୍ବରୁ ମୟରଭଞ୍ଜରୁ ଆସି ନୀଳଗିରିରେ ରହି ଆସୁଥିଲେ। ଏହି ରାକେଟ ପଛରେ ଆଉ କିଏ କିଏ ସାମିଲ ଅଛନ୍ତି ତାହା ଜାଣିବାକୁ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

fsgbsf

Conclusion:
Last Updated : Apr 12, 2019, 10:30 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.