ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

୨୦୨୨ ଫେବୃଆରୀରେ ହେବ ପଞ୍ଚାୟତ ନିର୍ବାଚନ: ମନ୍ତ୍ରୀ

author img

By

Published : Aug 10, 2021, 5:02 PM IST

1. ୨୦୨୨ ଫେବୃଆରୀରେ ହେବ ପଞ୍ଚାୟତ ନିର୍ବାଚନ: ମନ୍ତ୍ରୀ

2022ରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ । ଖୁବଶୀଘ୍ର ରାଜ୍ୟ ସରକାର ନିର୍ବାଚନ କମିସନକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

2. ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଖରୁ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ହଟାଯାଉ: କଂଗ୍ରେସ

ଜଗତସିଂହପୁର ରଘନାଥପୁରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରିତମୂର୍ତ୍ତି ନିକଟରେ ରହିଛି ସ୍ବର୍ଗତଃ ବିଜେଡି ନେତା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି । ଏହି ମୂର୍ତ୍ତି ହଟାଇବାକୁ କଂଗ୍ରେସ ଦାବି କରିଛି ।

3. Ujjwala Yojana 2.0: ଏଣିକି ଗ୍ୟାସ ସଂଯୋଗ ପାଇଁ ଆବଶ୍ୟକ ନାହିଁ ଠିକଣା ପ୍ରମାଣପତ୍ର

Ujjwala Yojana 2.0 ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ୟାସ କନେକ୍ସନ ପାଇବା ପାଇଁ ଆଉ ପ୍ରମାଣପତ୍ର ଦେଖାଇବାର ଆବଶ୍ୟକତା ନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

4. ଆଫଗାନିସ୍ତାନରେ ତାଲିବାନ ଆତଙ୍କ, ଦୂତାବାସ କର୍ମଚାରୀଙ୍କୁ ସ୍ବଦେଶ ଡକାଇଲା ଭାରତ

ଆଫଗାନିସ୍ତାନର ମଜାର-ଏ-ସରିଫସ୍ଥିତ କନ୍ସୁଲେଟରରେ କାର୍ଯ୍ୟରତ ଭାରତୀୟ କର୍ମଚାରୀଙ୍କୁ ସ୍ବଦେଶ ଫେରାଇ ଅଣାଯିବ । ତାଲିବାନ ଆତଙ୍କବାଦୀଙ୍କ କବଜାରେ ରହିଛି ଆଫଗାନିସ୍ତାନ ।

5. ରାଜନୀତିକୁ ଅପରାଧ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ଏଣିକି ରାଜନୈତିକ ଦଳମାନେ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଘୋଷଣାର ପରବର୍ତ୍ତୀ ୪୮ଘଣ୍ଟା ଭିତରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅପରାଧ ତାଲିକା ସାର୍ବଜନୀନ କରିବାକୁ ବାଧ୍ୟ ।

6. ‘ଜୀବନର ଆହୁରି କାହାଣୀ ବାକି, ଅବସର ନେବା ଯାଏଁ ଅପେକ୍ଷା କରୁ ଫିଲ୍ମ’

ଅବସର ନନେବା ପର୍ଯ୍ୟନ୍ତ ଆତ୍ମଜୀବନୀ ଉପରେ ଫିଲ୍ମ ତିଆରି କରିବାକୁ ମନାକଲେ ଅଲମ୍ପିକ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ଅଲମ୍ପିକ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରା ।

7. ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା

ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ଗତକାଲିଠୁ ୩ ଦିନ ଧରି ବିଜେପି ଅନୁସୂଚିତ ଜାତି ଓ ଜନଜାତି ଆନ୍ଦୋଳନ କରୁଛି । ଏହି କ୍ରମରେ ବିଜେପି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।

8. ଶ୍ରୀଜୀଉଙ୍କ ରଥ ନିର୍ମାଣରେ ସମ୍ପୃକ୍ତ ସେବାୟତଙ୍କୁ ସମ୍ବର୍ଦ୍ଧନା

କୋଭିଡ ମହାମାରୀ ସମୟରେ ନିଜ ଜୀବନ ଓ ପରିବାରକୁ ପଛରେ ପକାଇ ରଥ ନିର୍ମାଣ କରିଥିଲେ ସେବାୟତ ।

9. ପ୍ରକାଶ ପାଇଲା Common PG Entrance-2021ର କାର୍ଯ୍ୟସୂଚୀ

କମନ ପିଜି ପ୍ରବେଶିକା ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ୨୩ ତାରିଖରୁ ହେବ ପରୀକ୍ଷା ।

10. ଦୀର୍ଘଦିନ ପରେ ମୁମ୍ବାଇରେ ନଜର ଆସିଲେ କାର୍ତ୍ତିକ, ଜନ୍ ଓ ଭୂମି

ଦୀର୍ଘଦିନ ପରେ ନଜର ଆସିଲେ ଜନ୍ ଆବ୍ରାହମ, ଭୂମି ପେଡନେକର ଏବଂ କାର୍ତ୍ତିକ ଆରିୟାନ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.