1-ପୁରିଲା ପଞ୍ଚମ ପାଳିର ଦ୍ବିତୀୟ ବର୍ଷ, ବିପର୍ଯ୍ୟୟ ମୁକାବିଲାରେ ଦେଶର ଏକ ନମ୍ବର ନବୀନ
2-ରାଜ୍ୟରୁ ଟଳିଲା ବନ୍ୟା ସ୍ଥିତି: ସର୍ବୋଚ୍ଚ ଯନ୍ତ୍ରୀ
3-ସ୍ମାର୍ଟସିଟିରେ ଟୀକାକରଣ କେନ୍ଦ୍ର ପରିଦର୍ଶନ କଲେ ଅପରାଜିତା
ସ୍ମାର୍ଟସିଟିରେ କୋଭିଡ ଟୀକାକରଣ କେନ୍ଦ୍ର ପରିଦର୍ଶନ କଲେ ଭୁବନେଶ୍ବର ସାଂସଦ ଅପରାଜିତା।
4-ସେନାରେ ଯୋଗ ଦେଲେ ପୁଲୱାମା ସହିଦଙ୍କ ପତ୍ନୀ
5-କୋଭିଡରେ ବାପାମା’ଙ୍କୁ ହରାଇଲେ ପିଲାଙ୍କୁ ମିଳିବ 5 ଲକ୍ଷ, ତାମିଲନାଡୁ ସରକାରଙ୍କ ଘୋଷଣା
କୋଭିଡରେ ପିତାମାତା ହରାଇଥିବା ଶିଶୁଙ୍କ ପାଇଁ 5 ଲକ୍ଷ ଟଙ୍କାର ଜମା ରଖିବେ ତାମିଲନାଡୁ ସରକାର।
6-ବିଜେଡି ସରକାରଙ୍କ ଅପାରଗତାରୁ ରାଜ୍ୟର ଏ ଅବସ୍ଥା: ମୋହନ ମାଝୀ
ବିଜେଡି ସରକାରଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ସଚେତକ ମୋହନ ମାଝୀ ।
7-ଦେଶରେ 20 ହଜାର ମେଟ୍ରିକ ଟନ୍ ଅମ୍ଳଜାନ ବିତରଣ କରିଛି ଅମ୍ଳଜାନ ଏକ୍ସପ୍ରେସ
8-WTC ଫାଇନାଲ: 90' ଦଶକର ଟେଷ୍ଟ ଜର୍ସି ପିନ୍ଧି ଖେଳିବ ଟିମ ଇଣ୍ଡିଆ
ଆଗାମୀ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ନୂଆ ଟେଷ୍ଟ ଜର୍ସିରେ ନଜର ଆସିବ ଟିମ ଇଣ୍ଡିଆ ।
9-WTC ଫାଇନାଲ: ଜୁନ 3ରେ ୟୁକେ ପହଞ୍ଚିବ ଟିମ ଇଣ୍ଡିଆ
ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ(WTC) ଫାଇନାଲ ଜୁନ 18ରୁ 22 ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।
10-ବିବାହ ପରେ କାଜଲ ଅଗ୍ରୱାଲଙ୍କୁ ମିଳୁନି କାମ !