ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 25, 2021, 5:17 PM IST

1-ବିଶାଖାପଟନମ HPCLରେ ଭୟାବହ ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ । ବିଶାଖାପାଟନମର HPCL (ଏଚପିସିଏଲ)ରେ ଲାଗିଛି ନିଆଁ ।

2-ବାଲେଶ୍ବରରୁ 330 କିଲୋମିଟର ଦୂରରେ ୟସ, ଜାଣନ୍ତୁ କେତେ ଅଛି ବାତ୍ୟାର ବେଗ ?

ସମୁଦ୍ର ମଧ୍ୟରେ ବାତ୍ୟା ୟସର ବେଗ ଏବେ ଘଣ୍ଟା ପ୍ରତି 16 କିଲୋମିଟର ରହିଛି । ସଂଧ୍ୟାସୁଦ୍ଧା ଏହା ଅତିଭୀଷଣ ବାତ୍ୟାର ରୂପ ନେବ ।

3-ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହେଲେଣି ଦେଢ ଲକ୍ଷରୁ ଉର୍ଦ୍ଧ୍ବ, ସନ୍ଧ୍ୟା ସୁଦ୍ଧା ହେବେ ସାତ ଲକ୍ଷ

ବାତ୍ୟା ୟସ ଲ୍ୟାଣ୍ଡଫଲ କରିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ସ୍ଥାନାନ୍ତରଣ ପ୍ରକ୍ରିୟା ।

4-ଭାରତକୁ ଆସିବ ଆଣ୍ଟିବଡି କକଟେଲର ପ୍ରଥମ ଡୋଜ

କୋରୋନା ବିରୋଧରେ ଲଢେଇ ପାଇଁ ଭାରତକୁ ଆସିବ ଆଣ୍ଟିବଡି କକଟେଲର ପ୍ରଥମ ଡୋଜ ।

5-ଟୁଲକିଟ ମାମଲା, ରାହୁଲ କହିଲେ ସତ୍ୟ କେବେ ଡରେନି

କୋଭିଡ-19 ଟୁଲକିଟ ମାମଲାର ଟ୍ବିଟର ଇଣ୍ଡିଆ ଅଫିସକୁ ଦିଲ୍ଲୀ ପୋଲିସର ନୋଟିସ ପଠାଇବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ ।

6-କର୍ଣ୍ଣାଟକ ସିଡି ସ୍କାଣ୍ଡାଲ ମାମଲା: ନିଜ ବୟାନ ବଦଳାଇଲେ ପୂର୍ବତନ ମନ୍ତ୍ରୀ

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ବିରୁଦ୍ଧରେ ହୋଇଥିବା ସିଡି ସ୍କାଣ୍ଡାଲ ମାମଲାରେ ନୂଆ ଟ୍ବିଷ୍ଟ ।

7-ମେଡିକାଲରେ ଭର୍ତ୍ତି ହେଲେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ମେଡିକାଲରେ ଭର୍ତ୍ତି । ନିକଟରେ ସେ ଏବଂ ତାଙ୍କ ପତ୍ନୀ ମୀରା ଭଟ୍ଟାଚାର୍ଯ୍ୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

8-'ଟିକା କିଣିବା ପାଇଁ କେନ୍ଦ୍ର ବିଶ୍ବସ୍ତରୀୟ ଟେଣ୍ଡର ଗଠନ କରିବା ଉଚିତ'

ଟିକା କିଣିବା ପାଇଁ କେନ୍ଦ୍ର ବିଶ୍ବସ୍ତରୀୟ ଟେଣ୍ଡର ଗଠନ କରିବା ପାଇଁ କେରଳ ସରକାର କେନ୍ଦ୍ରକୁ କହିଛନ୍ତି ।

9-ଇଂଲଣ୍ଡ ଗସ୍ତ ପୂର୍ବରୁ କ୍ବାରେଣ୍ଟିନରେ ଟିମ ଇଣ୍ଡିଆ

ଜୁନ 2ରେ ଟିମ ଇଂଲଣ୍ଡ ଅଭିମୁଖେ ଉଡାଣ ଭରିବ ଟିମ ଇଣ୍ଡିଆ ।

10-ଫ୍ରେଞ୍ଚ ଓପନ କ୍ବାଲିଫାୟର୍ସ: ଦ୍ବିତୀୟ ରାଉଣ୍ଡରେ ଅଙ୍କିତା ରାଇନା

ଫ୍ରେଞ୍ଚ ଓପନ କ୍ବାଲିଫାୟର୍ସର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି, ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ଅଙ୍କିତା ରାଇନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.