1-କୋଭିଡ଼ ପାଇଁ ବାତିଲ ହେଲା ଏକାଧିକ ପାସେଞ୍ଜର
2-ମେ 31 ପର୍ଯ୍ୟନ୍ତ ମହିଳା କମିଶନରର ଶୁଣାଣି ସ୍ଥଗିତ
3-ସମ୍ଭାବ୍ୟ ବାତ୍ୟା ପରେ ବନ୍ୟା ସ୍ଥିତି ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ: ସର୍ବୋଚ୍ଚ ଯନ୍ତ୍ରୀ
4-କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
5-ନାବାଳକକୁ ବୀଭତ୍ସ ହତ୍ୟା
ଜମିବାଡ଼ି ତଥା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ନାବାଳକକୁ ବୀଭତ୍ସ ଭାବରେ ହତ୍ୟା । ଅଭିଯୁକ୍ତ ଅଟକ ।
6-ଚାଲିଗଲେ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ
ସ୍ବର୍ଗତ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ କୋରୋନାରେ ଦେହାନ୍ତ ।
7-ମହାରାଷ୍ଟ୍ର ଯାତ୍ରା କରୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
ମହାରାଷ୍ଟ୍ର ଯାତ୍ରା କରୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ନେଗେଟିଭ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ ହୋଇଛି।
8-ଟ୍ରାକ କିମ୍ବଦନ୍ତୀ ମିଲଖା ସିଂହ କୋରୋନା ପଜିଟିଭ
ବର୍ତ୍ତମାନ ମିଲଖା ତାଙ୍କର ଚଣ୍ଡିଗଡସ୍ଥିତ ବାସଭବନରେ ହୋମ ଆଇସୋଲେସନରେ ରହିଛନ୍ତି ।
9-ଆଇସିୟୁରେ କଣ୍ଠଶିଳ୍ପୀ ତପୁ ମିଶ୍ର
10-ପରଲୋକରେ ଅରିଜିତ ସିଂଙ୍କ ମା'
ଆଜି (ଗୁରୁବାର) ସକାଳ 11ଟାରେ ବଲିଉଡର ପ୍ଲେବ୍ୟାକ ସିଙ୍ଗର ଅରିଜିତ ସିଂଙ୍କ ମା'ଙ୍କର ମୃତ୍ୟୁ ହୋଇଛି ।