ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 26, 2021, 3:05 PM IST

1.ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରି ପ୍ରସୂତିଙ୍କ ପେଟରେ ଗଜ କନା ଛାଡିଦେଲେ ଡାକ୍ତର

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମହିଳାଙ୍କ ପେଟରେ ରହିଗଲା ଗଜ କନା । ଖୋର୍ଦ୍ଧା ଜିଲ୍ଲା ଏକ ଘରୋଇ ନର୍ସିଂହୋମ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ ।

2.ପୁରୁଣା ବିଷ ଓଗାଳୁଛନ୍ତି କି ନବାବ, ଝିଅର CDR ଯାଞ୍ଚକୁ ନେଇ ୱାଙ୍ଖଡେଙ୍କ ଉପରେ ବର୍ଷିଲେ

ବଢୁଛି ମୁମ୍ବାଇ NCB ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ । ଅଭିନେତାଙ୍କ ପୁଅ ଗିରଫ ପରେ ସମୀରଙ୍କ ଉପରେ ପଡୁଛି ରାଜନେତାଙ୍କ ଅକ୍ରୋଶ ।

୩.ଆଶା ଆଶଙ୍କାରେ ପ୍ରସିଦ୍ଧ ବାଲିଯାତ୍ରା, ସ୍ଥିତି ଦେଖି ସରକାର ନେବେ ନିଷ୍ପତ୍ତି

ଚଳିତ ବର୍ଷ ବାଲିଯାତ୍ରା ହେବ କି ନାହିଁ ତାକୁ ନେଇ ବଢିଛି ସସପେନ୍ସ । ଆସନ୍ତା ମାସରେ ସ୍ଥିତି ଦେଖି ସରକାର ନିଷ୍ପତ୍ତି ବୋଲି କହିଛନ୍ତି ଜିଲ୍ଲାପାଳ।

୪.୩୭୮ OASଙ୍କ ନିଯୁକ୍ତି ବୈଧ, ସ୍ୟାଟ ନିର୍ଦ୍ଦେଶକୁ ହାଇକୋର୍ଟଙ୍କ ରଦ୍ଦ

୨୦୦୬ ଓଏଏସ ନିଯୁକ୍ତି ବିବାଦ ମାମଲାର ଶୁଣାଣି । ସ୍ୟାଟ ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ ।

୫.ମମିତାଙ୍କ ଘରେ ବିଜେପିର ଉଚ୍ଚସ୍ତରୀୟ ଟିମ୍

ବଲାଙ୍ଗୀରରେ ବିଜେପିର ୧୫ ଜଣିଆ ଉଚ୍ଚସ୍ତରୀୟ ଟିମ୍ । ସେଠାରେ ମମିତା ମେହେରଙ୍କ ପରିବାରକୁ ଭେଟି ବିସ୍ତୃତ ଆଲୋଚନା କଲା ଟିମ୍ ।

୬.ଲୋକଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସିଲେ ସୁର

ଦୀର୍ଘଦିନ ମେଣ୍ଢାଶାଳର ହରିପୁର ମୌଜାର ପ୍ରାୟ 15 ଏକର ଜାଗାକୁ ରାଜ୍ୟ ସରକାରଙ୍କ ଇଡ଼କୋ ନେଇ ଯିବାକୁ ପ୍ରତିବାଦ କରିଛନ୍ତି ସୁର ରାଉତରାୟ ।

୭.ବାଣିଜ୍ୟ ମନ୍ତ୍ରୀଙ୍କୁ ଶିକ୍ଷାମନ୍ତ୍ରୀଙ୍କ ଚିଠି, ଓଡିଶାରେ ମେଗା ଟେକ୍ସଟାଇଲ ପାର୍କ ପାଇଁ କଲେ ନିବେଦନ

ପିଏମ୍ ମିତ୍ର ଯୋଜନାରେ ଓଡିଶାରେ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ବାଣିଜ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ।

୮.ମନୀଷ ଅନୁରାଗ ମୃତ୍ୟୁ ମାମଲା, ଚାଲିଛି ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ

ମନୀଷ ଅନୁରାଗ ହତ୍ୟା ମାମଲା । ରସୁଲଗଡ଼ ଫରେନସିକ ଲ୍ୟାବରେ ଚାଲିଛି ଅଭିଯୁକ୍ତ ପଲିଗ୍ରାଫ ଟେଷ୍ଟ ।

୯.'ସଂକ୍ରମଣ କମିବା ଯୋଗୁଁ କୋଭିଡ଼ ପରୀକ୍ଷା ପାଇଁ ଅରାଜି ଲୋକେ'

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ କମିବା ଯୋଗୁଁ ଲୋକେ କୋଭିଡ଼ ପରୀକ୍ଷା ପାଇଁ ଆଗ୍ରହ ଦେଖାଉନଥିବା କୁହାଯାଇଛି ।

୧୦.2022 Assembly polls: ଦଳୀୟ ନେତାଙ୍କ ସହ ଆଜି ବୈଠକ କରିବେ ସୋନିଆ

ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଏଆଇସିସି ମୁଖ୍ୟାଳୟରେ ବୈଠକ କରିବେ ସୋନିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.