ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS@1PM
author img

By

Published : Feb 15, 2021, 1:01 PM IST

1.ଶ୍ରୀମନ୍ଦିରରେ ଶତ୍ରୁତା: ସହାୟକଙ୍କ ମୁଣ୍ଡରେ କୁଡୁଆ ଛେଚିଲେ ସେବାୟତ

ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ଅଘଟଣ । ଉତ୍ତର ଦ୍ବାର ପଟେ ହାଣ୍ଡି କୁଡୁଆ ଶ୍ରୀମନ୍ଦିରକୁ ଯିବାକୁ ନେଇ ସେବାୟତ ଓ ସହାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ସେବାୟତ ଜଣଙ୍କ ସହାୟକଙ୍କ ମୁଣ୍ଡରେ କୁଡୁଆ ଭାଙ୍ଗିବାରୁ ସହାୟକ ଜଣଙ୍କ ଆହତ ହୋଇଛନ୍ତି ।

2. ବୁଧବାର ବସିବ କେନ୍ଦ୍ର କ୍ୟାବିନେଟର ବୈଠକ

ବୁଧବାର ବସିବ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

3.ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଜିଆରପିର ତଦନ୍ତ ଜାରି

ଟ୍ରେନ ଲାଇନରୁ କିଛି ଦୂରରୁ ଯୁବକର ମୃତ ଦେହ ଉଦ୍ଧାର। ଯୁବକର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିବା ବେଳେ ମୃତଦେହ ଜବତ କରି ଅନୁସନ୍ଧାନ ଜାରି ରଖିଛି ଜିଆରପି। ଅଧିକ ପଢନ୍ତୁ...

4.ସୁସ୍ଥ ଅଛନ୍ତି ମୁଖ୍ୟମନ୍ତ୍ରୀ ରୁପାନୀ, ରହିବେ 24 ଘଣ୍ଟିଆ ନୀରିକ୍ଷଣରେ

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସ୍ବାସ୍ଥ୍ୟଅବସ୍ଥା ଠିକ୍ ଅଛି । ଏନେଇ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ତାଙ୍କୁ 24 ଘଣ୍ଟିଆ ନୀରିକ୍ଷଣରେ ରଖାଯାଇଛି । ଅଧିକ ପଢନ୍ତୁ...

5.ପଶ୍ଚିମବଙ୍ଗ ଦଖଲ ଚିନ୍ତା, ଚାଷୀଙ୍କ ଘରେ ଖାଇବେ ବିଜେପି ନେତା

ପଶ୍ଚିମବଙ୍ଗରେ ବିଜେପି ‘କୃଷକ ସହ ଭୋଜ’ ତଥା କୃଷକଙ୍କ ସହିତ ଭୋଜନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଅଧିକ ପଢନ୍ତୁ...

6.ୟୁପିରେ ଅଭ୍ୟୁଦୟ ଯୋଜନାର ଶୁଭାରମ୍ଭ, ମାଗଣାରେ କୋଚିଂ ପାଇବେ ଛାତ୍ରଛାତ୍ରୀ

ଉତ୍ତରପ୍ରଦେଶ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଉତ୍ତର ପ୍ରଦେଶର ଛାତ୍ରଛାତ୍ରୀ କୋଚିଂ ସେଣ୍ଟରରେ ମାଗଣାରେ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ । ଅଧିକ ପଢନ୍ତୁ...

7.ଚେନ୍ନାଇ ଟେଷ୍ଟ, 3ୟ ଦିନ: ଲଞ୍ଚବ୍ରେକ ସୁଦ୍ଧା 6 ଓ୍ବିକେଟ ହରାଇ 351ରନ୍‌ରେ ଆଗୁଆ ଭାରତ

ଭାରତ- ଇଂଲଣ୍ଡ ମଧ୍ୟରେ 2ୟ ଟେଷ୍ଟ ମ୍ୟାଚର 3ୟଦିନର ଖେଳ ଜାରି ରହିଛି । 3ୟ ଦିନର ଲଞ୍ଚବ୍ରେକ୍‌ ସୁଦ୍ଧା 6 ଓ୍ବିକେଟ ହରାଇ 156 ରନ୍‌ କରିଛି ଟିମ୍‌ ଇଣ୍ଡିଆ ଓ 351 ରନ୍‌ରେ ଆଗୁଆ ରହିଛି ।

8.କେନାଲକୁ ଓଲଟିଲା ବରଯାତ୍ରୀ ବୋଲେରୋ, ଚାପି ହୋଇ ଜଣେ ମୃତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ହରିନାପାଲି ଗାଁରୁ ମାଣିକପୁର ଗାଁକୁ ବରଯାତ୍ରୀ ନେଇ ଯାଉଥିବା ଗୋଟିଏ ଗାଡି ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

9.ଆଗାମୀ ‘ମନ କି ବାତ’ କାର୍ଯ୍ୟକ୍ରମ ପାଇଁ ପ୍ରେରଣାଦାୟୀ କାହାଣୀ ଲୋଡିଲେ ମୋଦି

ଯଦି ଆପଣଙ୍କ ଜୀବନର କାହାଣୀ କାହାକୁ ପ୍ରଭାବିତ କରିପାରେ କିମ୍ବା ଆପଣ କାହା ଠାରୁ ପ୍ରଭାବିତ ହୋଇଛନ୍ତି । ସେହିଭଳି କିଛି ପ୍ରେରଣାଦାୟୀ ଷ୍ଟୋରୀକୁ ଆପଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେୟାର କରିପାରିବେ ।

10.କର୍ଣ୍ଣାଟକରେ 3ଟି ରେଳ ଓଭର ବ୍ରିଜର ଶିଳାନ୍ୟାସ କରିବେ ରେଳ ମନ୍ତ୍ରୀ

କର୍ଣ୍ଣାଟକର ଶିବମୋଗାରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଓ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରୁପ୍ପାଙ୍କ ଦ୍ବାର କିଛି ପ୍ରକଳ୍ପର ଶିଳାନ୍ୟାସ ହେବ । ଅଧିକ ପଢନ୍ତୁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.