ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Oct 18, 2021, 11:10 AM IST

1. ଶିକ୍ଷୟିତ୍ରୀ ନିଖୋଜ ଘଟଣା: ଅଭିଯୁକ୍ତ ଚମ୍ପଟ, ୩ ପୋଲିସ କର୍ମଚାରୀ ସସପେଣ୍ଡ

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଟିଟିଲାଗଡ ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ଚମ୍ପଟ ମାରିଥିଲା । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗୀର ଏସପି ।

2.STATE CORONA: ଦିନକରେ ୩୪୦ ପଜିଟିଭ ଚିହ୍ନଟ, ୫୦ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୦ କୋରୋନା ପଜିଟିଭ ଚିହ୍ନଟ । ୫୦ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ।

3. ଆତଙ୍କୀ ଆକ୍ରମଣ ସନ୍ଦେହ, ଆସାମରେ ହାଇ ଆଲର୍ଟ

ପାକିସ୍ତାନ ଆଇଏସଆଇ ଏବଂ ଅଲ-କାଏଦା ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ନେଇ ଗୁଇନ୍ଦା ତଥ୍ୟ ପାଇବା ପରେ ରାଜ୍ୟରେ ରେଡ ଆଲର୍ଟ ଜାରି କରିଛି ଆସାମ ପୋଲିସ ।

4. 23 ଘଣ୍ଟା ପରେ ପ୍ରଦୀପଙ୍କ ଘରୁ ଫେରିଲା ଭିଜିଲାନ୍ସ, ଜବତ ହେଲା 20 ଲକ୍ଷ ଟଙ୍କା

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗତକାଲି ଭିଜିଲାନ୍ସର ଚଢାଉ ପରେ ଦିର୍ଘ ୨୩ ଘଣ୍ଟା ଧରି ଚାଲିଥିଲା ରେଡ୍‌ ।

5. OBCଙ୍କୁ ଅଣଦେଖା ପ୍ରତିବାଦ, ୧୨ ଘଣ୍ଟିଆ ନୂଆପଡା ବନ୍ଦ

OBC ମଞ୍ଚ ଆହ୍ବାନ କ୍ରମେ ଆଜି ନୂଆପଡା ଜିଲ୍ଲା ବ୍ୟାପୀ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

6. ସୁରତ ମାସ୍କ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: 2 ମୃତ, 48 ଗୁରୁତର

ସୁରତ ମାସ୍କ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ୨ ପ୍ରାଣ ହରାଇଥିବା ବେଳେ ୪୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

7. ଆଖି ପିଛୁଳାକେ ପାଣିରେ ମିଶିଗଲା କୋଠା...ଦେଖନ୍ତୁ ଭିଡିଓ

କେରଳରେ ଲାଗି ରହିଛି ବର୍ଷା ବିପତ୍ତି । ଚାରିଆଡେ ଖାଲି ପାଣି ଆଉ ପାଣି । ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ ।

8. ଗୋଆରେ ଖୋଲିଲା ଦେଶର ପ୍ରଥମ ମଦ ସଂଗ୍ରହାଳୟ

ଦେଶରେ ପ୍ରଥମଥର ପାଇଁ ଗୋଆରେ ଖୋଲିଛି ମଦ ସଂଗ୍ରହାଳୟ । ଏହି ସଂଗ୍ରହାଳୟ ମାଧ୍ୟମରେ ଲୋକଙ୍କୁ ଏଠାକାର ସଂସ୍କୃତି ଏବଂ ଅନନ୍ୟ ଇତିହାସ ବିଷୟରେ ସୂଚନା ଦିଆଯିବ ।

9. ଟ୍ରେନ ଚାଳକ ସ୍ବପ୍ନରୁ ବଲିଉଡର ପୋଖତ କଳାକାର, ସହଜ ନଥିଲା ଓମ୍‌ ପୁରୀଙ୍କ ଯାତ୍ରା

ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ସବୁଠି ଦମଦାର ଅଭିନୟ ଦେଖାଇ ଦେଶ ବିଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ଦେଖାଇ ଥିବା କଳାକାର ହେଲେ ଓମ ପୁରୀ ।

10. ବିପଦ ସଂଙ୍କେତ ଟପିଲା ଜଳକା, ଭୟଭୀତ ଲୋକେ

ବାଲେଶ୍ବର ମଥାନି ଠାରେ ବିପଦ ସଙ୍କେତ ଉପରେ ଜଳକା ପ୍ରବାହିତ ହେଉଛି । ବିପଦ ସଙ୍କେତ 5.50 ଥିବା ବେଳେ ସକାଳେ 6.01ରେ ପ୍ରବାହିତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.