ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Apr 26, 2021, 10:53 AM IST

1.ଭାରତ ବନ୍ଦ: ରେଳପଥରେ ନକ୍ସଲଙ୍କ ବୋମା ବିସ୍ଫୋରଣ

ଭାରତ ବନ୍ଦକୁ ସଫଳ କରିବା ପାଇଁ ନକ୍ସଲମାନେ ଝାଡ଼ଖଣ୍ଡରେ ରେଳପଥରେ ବୋମା ବିସ୍ଫୋରଣ କରିଛନ୍ତି ।

2.ବିଗୁଡୁଛି ସ୍ଥିତି; ଦିନକରେ 6599 ପଜିଟିଭ ଚିହ୍ନଟ, 9 ମୃତ

24 ଘଣ୍ଟା ମଧ୍ୟରେ 6 ହଜାର 599 ଜଣ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ 3827 ଓ ସ୍ଥାନୀୟ ଅଞ୍ଚଳରୁ 2772ଜଣ ବାହାରିଛନ୍ତି ।

3.ଆଜିଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା, ଦର୍ଶନ ଉପରେ ଲାଗିଲା କଟକଣା

ଆଜିଠାରୁ ଆସନ୍ତା ମେ' ମାସ 15 ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

4.ହାଇଦ୍ରାବାଦରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

ହାଇଦ୍ରାବାଦରେ ଫସି ରହିଥିବା ସମ୍ବଲପୁରର ପ୍ରବାସୀ ଓଡ଼ିଆମାନେ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

5.ରଥ ନିର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥକାଠ

ରଥ ନିର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ । ନୟାଗଡ ବନଖଣ୍ଡରୁ ରଥକାଠ ବୋଝେଇ ଟ୍ରକ ଆସି ପୁରୀରେ ପହଞ୍ଚିଛି।

6. 24 ଘଣ୍ଟାରେ ଦେଶରେ 3 ଲକ୍ଷ 52 ହଜାର 991 ପଜିଟିଭ, 2812 ମୃତ

କ୍ଷୀପ୍ର ଗତିରେ ମାଡି ଚାଲିଛି କୋରୋନା ମହାମାରୀର ଦ୍ବିତୀୟ ଲହର । ଦେଶରେ ନୂଆ 3 ଲକ୍ଷ 52 ହଜାର 991 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ।

7. ଭାରତକୁ ଆମେରିକା ପଠାଇଲା 5 ଟନ୍‌ ଅମ୍ଳଜାନ

ମହାମାରୀର କବଳରେ ରହିଛି ଭାରତ । ଦେଶରେ ଥିବା ଅମ୍ଳଜାନ ସଙ୍କଟକୁ ଦୂର କରିବା ପାଇଁ ଭାରତକୁ ସହଯୋଗର ହାତ ବଢାଇଛି ଆମେରିକା ।

8. କେନ୍ଦ୍ରମନ୍ତ୍ରୀ ଓ ଟ୍ବିଟରକୁ ଲିଗାଲ ନୋଟିସ୍‌ ପଠାଇଲେ ପୱନ ଖେରା

କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପୱନ ଖେରା କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଟ୍ୱିଟରକୁ ଲିଗାଲ ନୋଟିସ ପଠାଇଛନ୍ତି ।

9.ସୁପରଓଭର ଶୋ; ଜିତିଲା ଦିଲ୍ଲୀ

ପୁଣି ପ୍ରଶଂସକଙ୍କ ଦିଲ ଜିତିଲା ଦିଲ୍ଲୀ । ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇର୍ଜସ ହାଇଦ୍ରାବାଦ ମଧ୍ୟରେ ସୁପର ଓଭର ଖେଳାଯିବା ପରେ ମ୍ୟାଚକୁ କବଜା କରି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।

10.ଓସ୍କାର 2021 ତାଲିକା, ଶ୍ରେଷ୍ଠ ସହ ଅଭିନେତା ଡାନିଏଲ୍ କାଲୁୟା

ଘୋଷଣା ହୋଇଯାଇଛି ଓସ୍କାର 2011ର ବିଜେତାଙ୍କ ନାମ । ସୋମବାର ଭାରତରେ ପ୍ରସାରଣ ହେବ ଏହି ସମାରୋହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.