ETV Bharat / bharat

1984 ଶିଖ୍‌ ଦଙ୍ଗା ମାମଲାରେ ସଂପୃକ୍ତ ଆଉ 5 ଅଭିଯୁକ୍ତଙ୍କୁ ବାନ୍ଧିଲା SIT

1984ରେ ଶିଖ୍‌ ବିରୋଧୀ ଦଙ୍ଗା ସମୟରେ ନିରଲା ନାଗରରେ ହୋଇଥିବା ତିହରେ ହତ୍ୟାକାଣ୍ଡ ମାମଲା । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ 5ଅଭିଯୁକ୍ତଙ୍କୁ ଏସଆଇଟି ବୁଧବାର ଗିରଫ କରିବା ସହ ଏମାନଙ୍କୁ କୋର୍ଟରେ ହାଜିର ନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ

SIT ARRESTED FIVE MORE ACCUSED IN KANPUR 1984 SIKH RIOT CASE
1984 ଶିଖ ବିରୋଧୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 5ଅଭିଯୁକ୍ତ ଗିରଫ
author img

By

Published : Jun 23, 2022, 2:08 PM IST

ଉତ୍ତର ପ୍ରଦେଶ: 1984ରେ ହୋଇଥିବା ତିହରେ ହତ୍ୟାକାଣ୍ଡ ମାମଲା । ଏହି ଘଟଣଆଟି ଶିଖ ବିରୋଧୀ ଦଙ୍ଗା ସମୟରେ ନିରଲା ନାଗରରେ ଘଟିଥିଲା । ଏହି ଦଙ୍ଗାରେ କାନପୁରରେ 127 ଶିଖଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ 5ଅଭିଯୁକ୍ତଙ୍କୁ SIT ବୁଧବାର ଗିରଫ କରିବା ସହ ଏମାନଙ୍କୁ କୋର୍ଟରେ ହାଜିର ନେଇ ସୂଚନା ମିଳିଛି । ଏହି ମାମଲାରେ 21 ଜଣଙ୍କ ନାମ ଥିବାବେଳେ 11ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ଦିନ କିଦବାଇ ନଗରରେ ଏସଆଇଟି ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ହତ୍ୟାରେ ସମ୍ପୃକ୍ତ ଏହି 5ଅଭିଯୁକ୍ତଙ୍କୁ ଏସଆଇଟି କାର୍ଯ୍ୟାଳୟରେ ରଖାଯିବା ସହ ଏମାନଙ୍କୁ କୋର୍ଟରେ ହାଜର କରି ଜେଲ ପଠାଯିବା ନେଇ ସୂଚନା ମିଳିଛି । ସେମାନଙ୍କ ଉପରେ ନଜର ରଖିବା ପାଇଁ 4 ସୈନିକ ନିୟୋଜିତ ଅଛନ୍ତି । ଏସଆଇଟି ସଭାପତି, ପୂର୍ବତନ ଡିଜିପି ଅତୁଲ କୁମାର ଏହି ପ୍ରସଙ୍ଗରେ ଏକ ସମୀକ୍ଷା କରିବେ । ତେବେ ସେହି ଅନୁଯାୟୀ ,ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.