ETV Bharat / bharat

ଦେଶବାସୀଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଆଜି ପବିତ୍ର ବିଜୟା ଦଶମୀ । ଏହି ମହାନ ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ବିଜୟା ଦଶମୀର ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

author img

By

Published : Oct 15, 2021, 9:01 AM IST

ନୂଆଦିଲ୍ଲୀ: ଆଜି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଧରାପୃଷ୍ଠକୁ ଆସନ୍ତି ଜଗତଜନନୀ ମା"ଦୁର୍ଗା । ଏହି ପବିତ୍ର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • विजया दशमी के शुभ अवसर पर सभी देशवासियों को हार्दिक बधाई। दशहरा, बुराई पर अच्‍छाई की विजय का प्रतीक है। यह त्‍योहार हमें नैतिकता, भलाई और सदाचार के रास्‍ते पर चलने की प्रेरणा देता है। मेरी शुभकामना है कि यह पर्व देशवासियों के जीवन में समृद्धि व प्रसन्नता का संचार करे।

    — President of India (@rashtrapatibhvn) October 15, 2021 " class="align-text-top noRightClick twitterSection" data=" ">

ପବିତ୍ର ବିଜୟା ଦଶମୀରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ଅନ୍ୟାୟ ଉପରେ ବିଜୟର ପ୍ରତୀକ ଦଶହରା । ଏହି ପର୍ବ ଆମକୁ ନୈତିକତା, ସତ୍ୟର ରାସ୍ତାରେ ଚାଲିବାକୁ ପ୍ରେରଣା ଦିଏ । ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦେଉ ବୋଲି ଟ୍ବିଟ କରି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

  • विजयादशमी के पावन अवसर पर आप सभी को अनंत शुभकामनाएं।

    Greetings to everyone on the special occasion of Vijaya Dashami.

    — Narendra Modi (@narendramodi) October 15, 2021 " class="align-text-top noRightClick twitterSection" data=" ">

ଅନ୍ୟପଟେ ଦେଶବାସୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ପବିତ୍ର ବିଜୟା ଦଶମୀରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ଏହା ସମସ୍ତଙ୍କ ଜୀବନରେ ସୁଖ ଆଣିଦେଉ ବୋଲି କହିଛନ୍ତି ମୋଦି ।

  • ପବିତ୍ର ଦୁର୍ଗା ପୂଜା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆସନ୍ତୁ କୋଭିଡ ନିୟମକୁ ମାନି ସୁରକ୍ଷିତ ଭାବେ ମା'ଙ୍କ ପୂଜାରେ ସାମିଲ ହେବା।ମା'ଦୁର୍ଗାଙ୍କ ଅପାର କରୁଣାରୁ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। #DurgaPuja pic.twitter.com/fcoOqJcv2h

    — Naveen Patnaik (@Naveen_Odisha) October 12, 2021 " class="align-text-top noRightClick twitterSection" data=" ">

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ମାତୃଶକ୍ତିର ଆରାଧନା ଆମ ସଂସ୍କୃତିର ଅନନ୍ୟ ବିଭବ । ମା'ଙ୍କ ଧରାବତରଣ ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିଛି । କୋଭିଡ ନିୟମ ମାନି ମା'ଙ୍କ ପୂଜା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଦିବ୍ୟ ଜନନୀଙ୍କ ଆଗମନ ପ୍ରତି ପରିବାରରେ ଖୁସି ଓ ଆନନ୍ଦ ଭରି ଦେଉ ବୋଲି କହିଛନ୍ତି ନବୀନ ।

  • ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର,ଅନ୍ୟାୟ ଉପରେ ନ୍ୟାୟର ଏବଂ ଅଶାନ୍ତି ଉପରେ ଶାନ୍ତିର ବିଜୟର ପ୍ରତୀକ।
    ମାନ୍ୟବର ରାଜ୍ୟପାଳ ପବିତ୍ର ବିଜୟା ଦଶମୀ ଅବସରରେ ମା ଦିବ୍ୟଶକ୍ତିଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସି ଆଉ ଆନନ୍ଦ ଭରିଦେଉ ବୋଲି ପ୍ରାର୍ଥନା କରିଛନ୍ତି। #vijayadashmi #ଦୁର୍ଗାପୂଜା pic.twitter.com/HQPs4i2Q8u

    — Governor Odisha (@GovernorOdisha) October 15, 2021 " class="align-text-top noRightClick twitterSection" data=" ">

ସେହିପରି ଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର,ଅନ୍ୟାୟ ଉପରେ ନ୍ୟାୟର ଏବଂ ଅଶାନ୍ତି ଉପରେ ଶାନ୍ତିର ବିଜୟର ପ୍ରତୀକ । ପବିତ୍ର ବିଜୟା ଦଶମୀ ଅବସରରେ ମା ଦିବ୍ୟଶକ୍ତିଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସି ଆଉ ଆନନ୍ଦ ଭରିଦେଉ ବୋଲି ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.