ETV Bharat / bharat

କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପ୍ରସ୍ତୁତି; ବଦଳିଲେ 8 ରାଜ୍ୟର ରାଜ୍ୟପାଳ

author img

By

Published : Jul 6, 2021, 12:48 PM IST

Updated : Jul 6, 2021, 4:38 PM IST

ମଙ୍ଗୁ ଭାଇ ପଟେଲ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ । ଝାଡଖଣ୍ଡ ରାଜ୍ୟପାଳ ଥିବା ଦ୍ରୌପଦୀ ମୁର୍ମୁଙ୍କ ସ୍ଥାନରେ ରମେଶ ବୈଶ୍ୟ ଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି । ଅଧିକ ପଢନ୍ତୁ...

କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପ୍ରସ୍ତୁତି
କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପ୍ରସ୍ତୁତି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପ୍ରସ୍ତୁତି ଯୋରଦାର । ଏକାଧିକ ରାଜ୍ୟର ବଦଳିଲେ ରାଜ୍ୟପାଳ । କେନ୍ଦ୍ରମନ୍ତ୍ରୀ ଥାବର ଚନ୍ଦ୍ର ଗେହେଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି । ସେହିପରି ହିମାଚଳ ପ୍ରଦେଶ ରାଜ୍ୟପାଳ ଥିବା ବନ୍ଦାରୁ ଦତ୍ତାତ୍ରୟଙ୍କୁ ହରିୟାଣା ରାଜ୍ୟପାଳ ଭାବେ ବଦଳି ।

ମଙ୍ଗୁ ଭାଇ ପଟେଲ ହେଲେ ମଧ୍ୟ ପ୍ରଦେଶ ରାଜ୍ୟପାଳ । ଝାଡଖଣ୍ଡ ରାଜ୍ୟପାଳ ଥିବା ଦ୍ରୌପଦୀ ମୁର୍ମୁଙ୍କ ସ୍ଥାନରେ ରମେଶ ବୈଶ୍ୟଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ।

ସେହିଭଳି ହରିବାବୁ ହେଲେ ମିଜୋରାମ ରାଜ୍ୟପାଳ । ବିଶ୍ବନାଥ ଅର୍ଲେକରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନୂଆ ନିଯୁକ୍ତି ଦେଲେ ରାଷ୍ଟ୍ରପତି ।

ଅନ୍ୟପଟେ ମିଜୋରାମ ରାଜ୍ୟପାଳ ଥିବା ଶ୍ରୀଧରନ ପିଲାଇଙ୍କୁ ଗୋଆ ରାଜ୍ୟପାଳ ଭାବେ ବଦଳି କଲେ ରାଷ୍ଟ୍ରପତି । ହରିୟାଣା ରାଜ୍ୟପାଳ ଥିବା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନୂଆ ନିଯୁକ୍ତି । ତ୍ରିପୁରା ରାଜ୍ୟପାଳ ରମେଶ ବୈଶ୍ୟଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନୂଆ ନିଯୁକ୍ତି ଦେଲେ ରାଷ୍ଟ୍ରପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 6, 2021, 4:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.