ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Jan 17, 2022, 7:00 AM IST

Updated : Jan 17, 2022, 7:11 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜିଠୁ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ।
  • ଆଜି ଆସିବ OMISURE ଟେଷ୍ଟିଂ କିଟ୍‌ ।
  • ଆଜି ବିଶ୍ବ ଅର୍ଥନୀତି ଫୋରମ ସମ୍ମିଳନୀରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
  • ଆଜିଠୁ ରାଜ୍ୟରେ ଘନ କୁହୁଡି ନେଇ ୮ ଜିଲ୍ଲାକୁ ସତର୍କ ସୂଚନା ।
  • ଆଜିଠୁ ଓୟୁଏଟିରେ ଅନୁମୋଦନ ପ୍ରକ୍ରିୟା ।
  • punjab poll, ଆଜି ସିଟ ବାଣ୍ଟିବା ପାଇଁ ବିଜେପିର ବଡ ବୈଠକ ।
  • ଆଜି ପିଏମ ଗତି ଶକ୍ତି ଉପରେ ଆଲୋଚନାଚକ୍ରର ଉଦଘାଟନ କରିବେ ଗଡକରୀ ।
  • ଆଜି ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ହୋଇପାରେ କୋରୋନା ସ୍ଥିତି ସମୀକ୍ଷା ।
  • ଆଜିଠୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ୟତି ନରସିଂହନନ୍ଦ ।
  • ଆଜିଠୁ କାର୍ଯ୍ୟକ୍ଷମ ହେବ ବୋଷ କୋଭିଡ ଯତ୍ନ କେନ୍ଦ୍ର ।

Last Updated : Jan 17, 2022, 7:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.