ETV Bharat / bharat

India Corona Report: ହଜାରେ ତଳେ ଦୈନିକ ସଂକ୍ରମଣ - କୋରୋନା ନ୍ୟୁଜ

ଦେଶରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ 949 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (COVID19 India reports 949 fresh cases) । ଅଧିକ ପଢନ୍ତୁ

India Corona Report: ଦିନକରେ 949 ସଂକ୍ରମିତ ଚିହ୍ନଟ

author img

By

Published : Apr 15, 2022, 9:42 AM IST

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ । ଦୈନିକ ସଂକ୍ରମଣ ମାମଲା କେତେବେଳେ ବଢୁଛି ତ ପୁଣି କେତେବେଳେ ହଜାର ତଳକୁ ଖସିଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ 949ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ( India reports 949 fresh cases) । ସେହିପରି ଦିନକରେ ଦେଶରେ 810 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଏହାସହ ୬ ଜଣଙ୍କ ଜୀବନ ନେଇଛି ମହାମାରୀ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ସମୁଦାୟ ସକ୍ରିୟ ମାମଲା 11,191କୁ ବୃଦ୍ଧି ପାଇଛି । ଏହି କ୍ରମରେ ଏବେ ଦୈନିକ ପଜିଟିଭ ହାର 0.26%ରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ 4,25,07,୦୩୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶବ୍ୟାପୀ ସମୁଦାୟ 1,86,୩୦, ୬୨,୫୪୬ ଡୋଜ୍ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.