ETV Bharat / bharat

ଦେଶରେ ଗୋଟିଏ ଦିନରେ 18, 522 ଆକ୍ରାନ୍ତ, 418 ମୃତ

ଦେଶରେ ଗୋଟିଏ ଦିନରେ 19,459 ନୂଆ ସଂକ୍ରମିତ
ଦେଶରେ ଗୋଟିଏ ଦିନରେ 19,459 ନୂଆ ସଂକ୍ରମିତ
author img

By

Published : Jun 30, 2020, 6:21 AM IST

Updated : Jun 30, 2020, 10:46 AM IST

10:45 June 30

ଦେଶରେ ଗୋଟିଏ ଦିନରେ 18, 522 ଆକ୍ରାନ୍ତ, 418 ମୃତ

ଦେଶରେ କରୋନା ସଂକ୍ରମଣରେ ଲାଗୁନି ଲଗାମ । ପୁଣି 24 ଘଣ୍ଟାରେ 18, 522 ଆକ୍ରାନ୍ତ । 418 ମୃତ । ଫଳରେ ଦେଶରେ ମୋଟ ପଜେଟିଭ୍‌ ସଂଖ୍ୟା 5, 66,840କୁ ବୃଦ୍ଧି । ସେପଟେ ମୃତ୍ୟୁ ସଂଖ୍ୟା ଛୁଇଁଲା 16,893  । ତେବେ ଦେଶରେ 3,34,822 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,15,125 ଟି ସକ୍ରିୟ ମାମଲା ରହିଛି ।

06:07 June 30

ଦେଶରେ ଗୋଟିଏ ଦିନରେ 19,459 ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା  । ଗୋଟିଏ ଦିନରେ 19,459 ନୂଆ ସଂକ୍ରମିତ ଚିହ୍ନଟ । 380 ଜଣ ମୃତ ।  

ଫଳରେ ଭାରତରେ ପଜେଟିଭ ମାମଲା 5,48,318ରେ ପହଞ୍ଚିଛି । ସେଥିମଧ୍ୟରୁ 2,10,120 ସକ୍ରିୟ ମାମଲା ରହିଥିବାବେଳେ 3,21,723 ଜଣ ସୁସ୍ଥ ହୋଇଛନ୍ତି  । ଏପଟେ ମୃତ୍ୟୁସଂଖ୍ୟା 16,475ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

Last Updated : Jun 30, 2020, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.