ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @ 9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Aug 12, 2020, 8:58 AM IST

1-ଆଜି ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ । ପୂର୍ବାହ୍ନ 12ଟା 30ରେ ନିଜ ରେଜଲ୍ଟ ୱେବସାଇଟରେ ଦେଖିପାରିବେ ଛାତ୍ରଛାତ୍ରୀ ।

2-ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

ବୁଧବାର ରାଜ୍ୟ କ୍ୟାବିନେଟର ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନ ସାଢେ 5ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।

3-ବେଙ୍ଗାଲୁରୁରେ ସୋସିଆଲ ମିଡିଆ ପୋଷ୍ଟ ସଂଘର୍ଷ ଘଟଣା: 3 ମୃତ, 147 ଗିରଫ

ତେଜିବାରେ ଲାଗିଛି କର୍ଣ୍ଣାଟକର ସୋସିଆଲ ମିଡିଆ ପୋଷ୍ଟ ଫାଇଟ। ଆପତ୍ତିଜନକ ପୋଷ୍ଟକୁ ନେଇ ଆରମ୍ଭ ହୋଇଥିବା ହିଂସାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ 147 ଜଣଙ୍କୁ ଗିରଫ କରିଛି।

4-ଦଳେଇପୁଟରେ ଦୁର୍ବୃତ୍ତଙ୍କ ବୋମାମାଡ, କାରଣ ଅସ୍ପଷ୍ଟ

ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗ୍ରାମର ଟୁକୁନ ସ୍ବାଇଁଙ୍କ ଘରେ କେହି ଦୁର୍ବୃତ୍ତ ଏହି ବୋମାମାଡ଼ କରିଥିବା ଜଣାପଡିଛି।

5-ମନ୍ଦିରରେ ଖର୍ଚ୍ଚ ନ କରିବାକୁ ମନ୍ତ୍ରୀଙ୍କ ଧମକ, ଅଶୋକ ପଣ୍ଡାଙ୍କ ନାଁରେ ଥାନାରେ ଅଭିଯୋଗ

ମନ୍ଦିରରେ ଖର୍ଚ୍ଚ ନ କରିବାକୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଧମକ । ଥାନାରେ ଏତଲା ଦେଲେ ଧଉଳି ଅଞ୍ଚଳର ଶ୍ରୀକାନ୍ତ ପ୍ରଧାନ।

6-ଅଗଷ୍ଟ 17ରେ ଭାରତ-ନେପାଳ ବୈଦେଶିକ ମନ୍ତ୍ରଣାଳୟର ବୈଠକ, ଉଠିପାରେ ସୀମା ପ୍ରସଙ୍ଗ

ଭାରତ ଚୀନ ପରେ ନେପାଳ ସହିତ ସୀମା ବିବାଦ ଲାଗି ରହିଛି । ଏହି ସମୟରେ ଦେଶର ଆର୍ଥିକ ଓ ବିକାଶକୁ ନେଇ ଭାରତ-ନେପାଳ ବୈଦେଶିକ ମନ୍ତ୍ରଣାଳୟ ଅନୁଷ୍ଠିତ ହେବାକୁ ଯାଉଛି ।

7-ବାଟବଣା ଯୋଜନା, ରାସ୍ତା ନଥିବାରୁ 10 କିଲୋମିଟର ଚାଲିଲେ ରୋଗୀ

ପକ୍କା ସଡକ ନ ଥିବାରୁ ବାଟବଣା ସ୍ବାସ୍ଥ୍ୟସେବା । ବୌଦ୍ଧରେ ଭଲ ରାସ୍ତା ନ ଥିବାରୁ 10 କିଲୋମିଟର ଚାଲିଲେ ରୋଗୀ ।

8-ନିରାଡମ୍ବର ଭାବେ ପାଳନ ହେଉଛି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲୀନ ଦିବସ

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲୀନ ଦିବସ ପାଳନ । କୋରୋନା କଟକଣା ଯୋଗୁଁ ନିଡାମ୍ବର ଭାବେ ଆଶ୍ରମରେ ହେଲା ପାଳନ ।

9-ଇସ୍ରୋ ପାଳୁଛି ସାରାବାଇଙ୍କ 101 ତମ ଜୟନ୍ତୀ, ଜାଣନ୍ତୁ ତାଙ୍କ ବିଷୟରେ...

ଭାରତ ଆଜି ମହାକାଶ ଗବେଷଣା କ୍ଷେତ୍ର ବହୁ ଆଗକୁ ଚାଲିଯାଇଛି । ଚନ୍ଦ୍ରଯାନ-2 ପରୀକ୍ଷଣ ପାଇଁ ଭାରତ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଖୁବଶୀଘ୍ର ଗଗନଯାନ ପ୍ରେରଣ କରିବାକୁ ଯାଉଛି ।

10-ଉବୁଟୁବୁ ବିହାର: 16 ଜିଲ୍ଲାର 75 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ

ସଙ୍ଗୀନ ବିହାରର ବନ୍ୟାସ୍ଥିତି । 16 ଜିଲ୍ଲାର 75 ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା ଛୁଇଁଲା 24 ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.