ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 21, 2020, 11:03 AM IST

1.ସଂକ୍ରମଣରେ ଲାଗିବ କି ବ୍ରେକ ! 24 ଘଣ୍ଟାରେ 86,961 ଆକ୍ରାନ୍ତ ଚିହ୍ନଟ

ଦେଶରେ କୋରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଆକ୍ରାନ୍ତ ସଂଖ୍ୟା 55 ଲକ୍ଷ ଅଭିମୁଖେ..

2.ଭିୱଣ୍ଡିରେ ଭୁଶୁଡିଲା କୋଠା: 10 ମୃତ, ଫସି ରହିଛନ୍ତି ଏକାଧିକ

କୋଠା ଭୁଶୁଡି 10 ମୃତ। ଘଟଣାଟି ପାଟିଲ କମ୍ପାଉଣ୍ଡ ଅଞ୍ଚଳ ଥାନେରେ ଏକ ତିନି ମହଲା କୋଠା ଭୁଶୁଡି ପଡିଛି..

3.ମହାରାଷ୍ଟ୍ରରେ କୋଠା ଭୁଶୁଡିବା ଘଟଣା, ଦୁଃଖ ପ୍ରକାଶ କଲେ ମୋଦି

ମହାରାଷ୍ଟ୍ରରେ ତିନି ମହଲା କୋଠା ଭୁଶୁଡିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି..

4.ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା ପ୍ରସଙ୍ଗ: 8 ସାଂସଦଙ୍କୁ ନିଲମ୍ବନ କଲେ ଅଧ୍ୟକ୍ଷ

ରବିବାର ରାଜ୍ୟସଭାରେ ହଟ୍ଟଗୋଳ କରିଥିବା ବିରୋଧୀ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଅଧ୍ୟକ୍ଷ। ସପ୍ତାହେ ପାଇଁ 8 ଜଣ ବିରୋଧୀ ସଭ୍ୟଙ୍କୁ ଗୃହରୁ ନିଲମ୍ବନ କରାଯାଇଛି..

5.ରାଜ୍ୟସଭା ଶୂନ୍ୟକାଳରେ ବିଜେଡିର ନୋଟିସ, ବିଜୁ ବାବୁଙ୍କ ନାଁରେ ନାମିତ ହେଉ ପାରଦ୍ବୀପ ବନ୍ଦର

ସୋମବାର ସଂସଦରେ ମୌସୁମୀ ଅଧିବେଶନର ଅଷ୍ଟମ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟସଭାରେ ଶୂନ୍ୟକାଳ ନୋଟିସ ଆଣିଛି ବିଜେଡି..

6.ଆଜିଠୁ ଚାଲିବ 40ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍

ଆଜିଠୁ ଚାଲିବ 40ଟି ନୂଆ ସ୍ପେଶାଲ କ୍ଲୋନ ଟ୍ରେନ୍ । ଏହି କ୍ଲୋନ୍ ଟ୍ରେନ୍ ଗୁଡିକ ପୂର୍ବରୁ ଚାଲୁଥିବା ସ୍ପେଶାଲ ଟ୍ରେନରୁ ଅଲଗା ଅଟେ..

7.ଆଇପିଏଲ 2020: ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ହାରିଲା ପଞ୍ଜାବ !

ଚଳିତ ସଂସ୍କରଣର 2ୟ ମ୍ୟାଚରେ ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଯାଇଛି..

8.ଦେଶରେ କୋଭିଡ ସୁସ୍ଥହାର 79.68 ପ୍ରତିଶତକୁ ବୃଦ୍ଧି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 94 ହଜାର 612ରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇ ମୋଟ ସୁସ୍ଥହାର 79.68 ପ୍ରତିଶତକୁ ବୃଦ୍ଧି ପାଇଛି..

9.ଭାରତୀୟ କୂଟନୀତିଜ୍ଞଙ୍କ ଭିସା ପ୍ରତ୍ୟାଖ୍ୟାନ କଲା ପାକିସ୍ତାନ

ଇସଲାମାବାଦରେ ଭାରତୀୟ ଉଚ୍ଚ ଆୟୋଗର କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବରେ ନିଯୁକ୍ତ ହେବାକୁ ଥିବା ବରିଷ୍ଠ କୂଟନୀତିଜ୍ଞ ଜୟନ୍ତ ଖୋବ୍ରାଗଡେଙ୍କ ଭିସାକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି..

10.ହୁଲସ୍ତୁଲ ଆମେରିକା, ଟ୍ରମ୍ପଙ୍କୁ ବିଷ ପଠାଇଥିବା ସନ୍ଦିଗ୍ଧ ମହିଳା ଗିରଫ

ଟ୍ରମ୍ପଙ୍କୁ ବିଷ ପଠାଇଥିବା ସନ୍ଦିଗ୍ଧ ମହିଳା ଗିରଫ। ମହିଳା ଜଣକ ସୀମା ଦେଇ କାନାଡାରୁ ଆମେରିକା ପ୍ରବେଶ କରିବାକୁ ଚେଷ୍ଟା କରିବା ପରେ ଗିରଫ କରାଯାଇଥିଲା ବୋଲି ଫେଡେରାଲ ଆଇନ ପ୍ରଣୟନ ଅଧିକାରୀ କହିଛନ୍ତି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.