ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 4, 2020, 11:09 AM IST

1.ଦେଶରେ ବେକାବୁ କୋରୋନା, 24 ଘଣ୍ଟାରେ 83,341 ଆକ୍ରାନ୍ତ ଚିହ୍ନଟ

ଦେଶରେ ବେକାବୁ କୋରୋନା । ଦିନକରେ 83,341 ଆକ୍ରାନ୍ତ ଚିହ୍ନଟ । 1096 ମୃତ..

2.କୋଭିଡ-୧୯ ସଂକ୍ରମଣ ଚିହ୍ନଟର ନୂଆ ପଦ୍ଧତି

କ୍ୟାଂବ୍ରିଜର ଏକ ହସ୍ପିଟାଲ ସାର୍ସ-ସିଓଭି-୨ ସଂକ୍ରମଣ ପାଇଁ ମିଳିତ ରାପିଡ୍ ପଏଣ୍ଟ ଅଫ କେୟାର ନ୍ୟୁସ୍ଲେଇକ ଏସିଡ୍ ଓ ଆଣ୍ଟିବଡି ଟେଷ୍ଟ ଆରମ୍ଭ କରିଛି..

3.ଜେଲ ଗଲେ କୋଟିପତି ସରକାରୀ ବାବୁ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଢେଙ୍କାନାଳ ସବ୍‌ ଆସିଷ୍ଟାଣ୍ଟ ରେଜିଷ୍ଟର ଅଫ କୋଅପରେଟିଭ ସୋସାଇଟି ବିଦ୍ୟାଧର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି..

4.ଏଣିକି ପଞ୍ଜାବରେ କୋଭିଡ ଟେଷ୍ଟ ମାଗଣା

ମାଗଣାରେ ହେବ କୋଭିଡ ପରୀକ୍ଷା । ରାଜ୍ୟରୁ କୋରୋନା ସଂକ୍ରମଣ କମାଇବା ପାଇଁ ପଞ୍ଜାବ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି..

5.ଯୌତୁକ ଜୁଇରେ ପୁଣି ଜଳିଲା ଆଉ ଏକ ନବବଧୂ !

ବାହାଘରର ୮ ମାସ ନପୁରୁଣୁ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ଅଧିକ ଯୌତୁକ ଦାବିରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି..

6.ରାଜସ୍ଥାନର ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ କୋଭିଡ୍ ପଜିଟିଭ୍

ରାଜସ୍ଥାନରେ ବିଜେପିର ରାଜ୍ୟ ସଭାପତି ସତୀଶ ପୁନିଆ କୋଭିଡ୍ 19 ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ,ସେ ଏବେ ଘରେ ଆଇସୋଲେସନରେ ଅଛନ୍ତି..

7.ପରିବର୍ଦ୍ଧିତ ହେଲା କାଜିରଙ୍ଗା ଜାତୀୟ ଉଦ୍ୟାନ

କାଜିରଙ୍ଗା ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଯୋଡି ହେଲା 3000 ହେକ୍ଟର । ତିନୋଟି ନୂତନ ପରିବର୍ଦ୍ଧିତ କ୍ଷେତ୍ର ଯୋଡ଼ିବା ପ୍ରସ୍ଥାବକୁ ଆସମ ସରକାରଙ୍କ ଅନୁମୋଦନ..

8.ବାଂଲାଦେଶରେ 12 କୋଟିର 617 ମେଟ୍ରିକ ଟନ୍ ମାଛ ମୃତ

ବାଲାଂଦେଶରେ ମାଛ ମଡକ ଦେଖିବାକୁ ମିଳିଛି । ପାଖାପାଖି 617 ମେଟ୍ରିକ ଟନ୍‌ର ମାଛ ମରିଯାଇଛନ୍ତି..

9.ଆଜି ଇଂଲଣ୍ଡ-ଅଷ୍ଟ୍ରେଲିଆ ପ୍ରଥମ ଟି-20 ଲଢେଇ

ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ଟି-20 ସିରିଜର ପ୍ରଥମ ମ୍ୟାଚ । ଭାରତୀୟ ସମୟାନୁସାରେ ରାତି 10.30ରେ ମ୍ୟାଚ ଆରମ୍ଭ ହେବ..

10.ସୁଶାନ୍ତ ସିଂ ମର୍ଡର ମିଷ୍ଟ୍ରି, ଗିରଫ ହେବେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ !

ସୁଶାନ୍ତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଥିବା ରିୟା ଏବେ ନିଜେ ସନ୍ଦେହ ଜାଲରେ। ତେବେ ରିୟା ଓ ତାଙ୍କ ପରିବାରକୁ ସିବିଆଇ ଦ୍ବାରା ଘଣ୍ଟା ଘଣ୍ଟା ମାରାଥନ ଜେରା କରାଯାଉଛି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.