ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
author img

By

Published : Jul 13, 2020, 11:07 AM IST

1.ରାଜ୍ୟରେ ବେକାବୁ କୋରୋନା; ଦିନକରେ 616 ଆକ୍ରାନ୍ତ, 6 ମୃତ

ଗୋଟିଏ ଦିନରେ 616 ଆକ୍ରାନ୍ତ ଚିହ୍ନଟ । 6 ମୃତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 415 କ୍ବାରେଣ୍ଟାଇନ ସେଣ୍ଟର ଓ 201 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି..

2.24 ଘଣ୍ଟାରେ ଦେଶରେ 28,701 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 500 ମୃତ

24 ଘଣ୍ଟାରେ ଦେଶରେ 28 ହଜାର 701 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 500 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି..

3.ଦୁର୍ଲଭ ରତ୍ନପଥରର ଚୋରା ଚାଲାଣ, ଏସଟିଏଫ ହାତରେ ଲାଗିଲା କୋଟିଏ ଟଙ୍କାର ରତ୍ନ ପଥର

କୋଟି କୋଟି ଟଙ୍କାର ଚୋରା ଚାଲାଣ କରୁଛନ୍ତି ରତ୍ନପଥର ମାଫିଆ । ଯାହାର ଖୁଲାସା କରିଛି ଏସଟିଏଫ ଟିମ..

4.ଅନନ୍ତନାଗରେ ସୁରକ୍ଷା ବାହିନୀର ଏନକାଉଣ୍ଟର ଜାରି, ଜଣେ ଆତଙ୍କୀ ନିହତ

ଅନନ୍ତନାଗରେ ସୁରକ୍ଷା ବାହିନୀର ଏନକାଉଣ୍ଟର ଜାରି । ଜଣେ ଆତଙ୍କୀ ନିହତ ,ଜାରି ରହିଛି କୁମ୍ବିଂ ଅପରେସନ..

5.ଆସାମ ବନ୍ୟା ସ୍ଥିତି: 82,546 ହେକ୍ଟର ଚାଷ ଜମି ନଷ୍ଟ, ମୃତ୍ୟୁ ସଂଖ୍ୟା 44କୁ ବୃଦ୍ଧି

ଅଣାୟତ୍ତ ଆସାମର ବନ୍ୟା ସ୍ଥିତି । 13 ଲକ୍ଷ ଲୋକେ ପ୍ରଭାବିତ, ମୃତ୍ୟୁ ସଂଖ୍ୟା 44କୁ ବୃଦ୍ଧି । ଅଧିକ ପଢନ୍ତୁ...

6.ରାଜସ୍ଥାନ ରାଜନୀତି: ଦେଖନ୍ତୁ ଅପଡେଟ୍‌

ବିଧାୟକ ଦଳ ବୈଠକରେ ସାମିଲ ହେବେନି ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ..

7.ଭଦ୍ରକରେ ରାସ୍ତା ଅଭାବରୁ ଖଟିଆରେ ବୁହାହେଲେ ରୋଗୀ

ଚାନ୍ଦବାଲି ବ୍ଲକ ନାଳଗୋହିରା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ରାସ୍ତାର ସ୍ଥିତି ଶୋଚନୀୟ । ପହଞ୍ଚିପାରିଲାନି ଆମ୍ବୁଲାନ୍ସ

8.ଆରପାରିରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ

ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା..

9.ଶ୍ରାବଣ ଦ୍ବିତୀୟ ସୋମବାର: 55ଘଣ୍ଟାର କଟକଣା ପରେ ଖୋଲିଲା କାଶୀ ବିଶ୍ବନାଥ ମନ୍ଦିର ଦ୍ବାର

ଶ୍ରାବଣମାସ 2ୟ ସୋମବାର ଉପଲକ୍ଷେ ଭକ୍ତଙ୍କ ପାଇଁ ସକାଳ 5ଟାରୁ କାଶୀ ବିଶ୍ବନାଥ ମନ୍ଦିରର ଦ୍ବାର ଖୋଲାଯାଇଛି..

10.ଟେନସନ ବଢାଇଲା ଲୋକାଲ କେସ: ଟ୍ରାଫିକ ଗେଟ ବସ୍ତି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

ରବିବାର ଟ୍ରାଫିକ ଗେଟ ବସ୍ତି ଅଞ୍ଚଳ ଓ ପରିବା ମାର୍କେଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି କଣ୍ଟେନମେଣ୍ଟ ଜୋନ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବଳବତ୍ତର ରହିବ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.