1.ରେପୋରେଟ୍ ଓ ରିଭର୍ସ ରେପୋରେଟ୍ ଅପରିବର୍ତ୍ତିତ
ରେପୋ ରେଟ୍ ଓ ରିଭର୍ସ ରେପୋରେଟ୍କୁ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ।
2.ଚାଷୀଙ୍କୁ ଅଧିକାର ପାଇଁ ଲଢେଇ କରିବାକୁ ବାଧ୍ୟ କରାଯାଉଛି: କଂଗ୍ରେସ ସାଂସଦ
କୃଷକ ଆନ୍ଦୋଳନକୁ ନେଇ ସଂସଦରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ।
3.କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିଏସପି, ଆଇନ ରଦ୍ଦ କରିବାକୁ ଦାବି
କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିଏସପି । କୃଷି ସମ୍ବଦ୍ଧିତ ତିନୋଟି ଆଇନକୁ ରଦ୍ଦ କରିବାକୁ ଦାବି ।
4.କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଜଣେ ଭଲ କଳାକାର: ଅରୁଣ ଦେ
ବାଲେଶ୍ବରରେ ଧାନ କିଣା ଅବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ଅରୁଣ ଦେ ।
5.ଅସହ୍ୟ ଜାଡରେ ଥରୁଛି ଓଡିଶା
6.ଝରାଫୁଲ ମୃତ୍ୟୁ ଘଟଣା; ରାକେଶର ରିମାଣ୍ଡ ଶେଷ, କୋର୍ଟକୁ ନେଲା ପୋଲିସ
ଝରାଫୁଲ ମୃତ୍ୟୁ ଘଟଣା; ରାକେଶର ରିମାଣ୍ଡ ଶେଷ, କୋର୍ଟକୁ ନେଲା ପୋଲିସ
7.ଯଦୁପୁର ନାବାଳିକା ଅପହରଣ ଓ ହତ୍ୟା ମାମଲା; LVA ଆବେଦନରେ ଆଜି ଶୁଣାଣି
ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ଅପହରଣ ଓ ହତ୍ୟା ମାମଲାରେ ଆଜି ଏଲଭିଏ ଉପରେ ଶୁଣାଣି କରିବେ କୋର୍ଟ ।
8.ପରକୀୟା ପ୍ରୀତି ସନ୍ଦେହ, ୨ ଶିଶୁଙ୍କ ସାମ୍ନାରେ ସ୍ତ୍ରୀକୁ ପିଟିପଟି ହତ୍ଯା
9.ସୋମବାର ରାଜ୍ୟସଭାରେ କୃଷି ଆଇନ ସପକ୍ଷରେ ମତ ରଖିପାରନ୍ତି ପ୍ରଧାନମନ୍ତ୍ରୀ
10.IND vs ENG, ପ୍ରଥମ ଟେଷ୍ଟ: ପ୍ରଥମ ଦିନ ଲଞ୍ଚ ବ୍ରେକ ସୁଦ୍ଧା ଇଂଲଣ୍ଡ 67/2
ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ।