ETV Bharat / bharat

ଆଜି ସନ୍ଧ୍ୟା 5ଟାରେ ଜାରି ହେବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ

ସିବିଏସଇ ବୋର୍ଡର ଦ୍ବାଦଶ ଓ ଦଶମ ପରୀକ୍ଷା । ଆଜି ସନ୍ଧ୍ୟା 5ଟାରେ ଜାରି ହେବ ପରୀକ୍ଷା ସୂଚୀ । ଅଧିକ ପଢନ୍ତୁ...

ଆଜି ସନ୍ଧ୍ୟା 5ଟାରେ ଘୋଷଣା ହେବ ସିବିଏସଇ ଦଶମ ଓ ଦ୍ବାଦଶର ପରୀକ୍ଷା ସୂଚୀ

author img

By

Published : May 16, 2020, 2:17 PM IST

ନୂଆଦିଲ୍ଲୀ: ସିବିଏସଇ ବୋର୍ଡର ଦ୍ବାଦଶ ଓ ଦଶମ ପରୀକ୍ଷା ନେଇ ବଡ ଘୋଷଣା । ମହାମାରୀ କୋରୋନା ପାଇଁ ଅଧାରେ ଅଟକି ରହିଥିବା 29ଟି ପରୀକ୍ଷା ପାଇଁ ଆଜି ସନ୍ଧ୍ୟା 5ଟାରେ ପରୀକ୍ଷା ସୂଚୀ ଜାରି କରାଯିବ । 1 ରୁ 15 ଜୁଲାଇ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ ।

ଏନେଇ ଶନିବାର(ଆଜି) କେନ୍ଦ୍ର କ୍ୟାବିନେଟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ଟ୍ବିଟ କରି ଜଣାଇଛନ୍ତି । ନିଶଙ୍କ ତାଙ୍କ ଟ୍ୱିଟରେ କହିଛନ୍ତି, "ସିବିଏସଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ସୂଚୀ 5ଟାରେ ପ୍ରକାଶ ହେବ ।

ପୋଖରିଆଲ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଟ୍ବିଟର ସହ ଯୋଡି ହେବାକୁ କହିଛନ୍ତି । ସେ ହୁଏତ ତାଙ୍କ ଅଫିସିଆ ଟ୍ବିଟର ହ୍ୟାଣ୍ଡେଲ ଏହା ପ୍ରକାଶ କରିପାରନ୍ତି ।

ଛାତ୍ରଛାତ୍ରୀମାନେ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା 2020 ପାଇଁ ସିବିଏସଇର ଅଫିସିଆଲ୍ ୱେବସାଇଟ୍ - cbse.nic.in ରେ ଯାଞ୍ଚ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.