ETV Bharat / bharat

ଏଣିକି ବିମାନ ଯାତ୍ରା ସମୟରେ ମିଳିବ ୱାଇ-ଫାଇ ସୁବିଧା - indian passengers can enjoy wi-fi

ଏଣିକି ଯାତ୍ରୀମାନେ ବିମାନରେ ସୋସିଆଲ ମିଡିଆର ବ୍ୟବହାର ପାରିବେ । ବିମାନ ଭିତରେ ଯାତ୍ରୀଙ୍କୁ ୱାଇ-ଫାଇ ସୁବିଧା ଯୋଗାଇ ଦେବାକୁ ଏୟାରଲାଇନ୍ସ କମ୍ପାନୀଙ୍କୁ ଅନୁମତି ଦେଇଛନ୍ତି ମୋଦି ସରକାର । ଅଧିକ ପଢନ୍ତୁ...

-flights
ବିମାନ ଯାତ୍ରା
author img

By

Published : Mar 2, 2020, 1:42 PM IST

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଏବେ ଯାତ୍ରୀଙ୍କୁ ମିଳିବ ଆଉ ଏକ ସୁବିଧା । ଏଣିକି ଯାତ୍ରୀମାନେ ବିମାନରେ ସୋସିଆଲ ମିଡିଆର ବ୍ୟବହାର ପାରିବେ । ବିମାନ ଭିତରେ ଯାତ୍ରୀଙ୍କୁ ୱାଇ-ଫାଇ ସୁବିଧା ଯୋଗାଇ ଦେବାକୁ ଏୟାରଲାଇନ୍ସ କମ୍ପାନୀଙ୍କୁ ଅନୁମତି ଦେଇଛନ୍ତି ମୋଦି ସରକାର । ଭାରତରେ ଉପଲବ୍ଧ ବିମାନ ସେବାରେ ଏହି ସୁବିଧା ଉପଲବ୍ଧ କରାଇବାକୁ ସୋମବାର କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି କୁହାଯାଇଛି, ଯଦି ଯାତ୍ରୀମାନେ ବିମାନ ଯାତ୍ରା ସମୟରେ ଲାପଟପ, ସ୍ମାର୍ଟଫୋନ, ଟ୍ୟାବଲେଟ, ସ୍ମାର୍ଟ ୱାଚ, ଇ-ରିଡର କିମ୍ବା ଅନ୍ୟାନ୍ୟ ଉପକରଣକୁ ଫ୍ଲାଇଟ ମୋଡ କିମ୍ବା ଏୟାରଲାଇନ ମୋଡରେ ରଖୁଛନ୍ତି ତାହାଲେ ସେମାନେ ୱାଇ-ଫାଇ ଜରିଆରେ ଇଣ୍ଟରନେଟର ବ୍ୟବହାର କରିପାରିବେ । ଏନେଇ ବିମାନ ପାଇଲଟ ସେମାନଙ୍କୁ ଅନୁମତି ଦେଇପାରିବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.