ETV Bharat / bharat

କମଲ ହାସନଙ୍କ ଉପରକୁ ଚପଲ ମାଡ

କମଲ ହାସନଙ୍କ ଉପରକୁ ଚପଲ ମାଡ ହୋଇଛି । ବିବାଦୀୟ ବୟାନକୁ ନେଇ ଏହା ହୋଇପାରେ ବୋଲି ପ୍ରକାଶ । ଘଟଣାରେ 11ଜଣଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ଏନଡିଟିଭି
author img

By

Published : May 16, 2019, 11:26 AM IST

ଚେନ୍ନାଇ: ତାମିଲନାଡୁର ମଦୁରାଇ ବିଧାନସଭା ଆସନରେ ପ୍ରଚାର କରୁଥିବା ସମୟରେ କମଲ ହାସନଙ୍କ ଉପରକୁ ଚପଲ ମାଡ ହୋଇଛି । ସେ ପୂର୍ବରୁ ବିବାଦୀୟ ବୟାନ ଦେଇ ବେଶ୍ ଚର୍ଚ୍ଚିତ ହୋଇଥିଲେ ।

ଏହି ଘଟଣାରେ ପୋଲିସ 11ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଏକାଧିକ ବିଜେପି, ହନୁମାନସେନା ଓ ଅନ୍ୟାନ୍ୟ ଦଳର କର୍ମୀ ରହିଥିବା ଜଣାପଡିଛି । ମଞ୍ଚରେ ଶ୍ରୀ ହାସନ ଭାଷଣ ଦେବା ସମୟରେ ଏମାନେ ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ । ହେଲେ ଚପଲ ତାଙ୍କ ଦେହରେ ନ ବାଜି ତଳେ ପଡିଯାଇଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

ଗତ କିଛିଦିନ ତଳେ ଶ୍ରୀ ହାସନ ମହାତ୍ମା ଗାନ୍ଧିଙ୍କ ହତ୍ୟା କରିଥିବା ନାଥୁରାମ ଗଡସେଙ୍କୁ ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ କହି ବେଶ୍ ବିବାଦୀୟ ହୋଇଥିଲେ ।

Intro:Body:

FGH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.