ETV Bharat / bharat

ଫ୍ଲିପକାର୍ଟ-କ୍ବାଲକୋମ୍ ଏକାଠି, ଆଣିବେ ଏଚଆରଏକ୍ସ ଅଡିଓ ପ୍ରଡକ୍ଟ - ଫ୍ଲିପକାର୍ଟ ଆଉ କ୍ବାଲକୋମ୍

ଏଚଆରଏକ୍ସ ବ୍ରାଣ୍ଡ ଅଧୀନରେ ଆଡଭାନ୍ସ ଅଡିଓ ପ୍ରଡକ୍ଟ ନିର୍ମାଣ କରିବ କ୍ବାଲକୋମ୍ । ଏଥିରେ ଶବ୍ଦ ନିୟନ୍ତ୍ରଣ କରିବାର ନୂଆ ଉପାୟ ରହିଛି । ଅଧିକ ପଢନ୍ତୁ...

ଫ୍ଲିପକାର୍ଟ-କ୍ବାଲକୋମ୍ ଏକାଠି, ଆଣିବେ ଏଚଆରଏକ୍ସ ଅଡିଓ ପ୍ରଡକ୍ଟ

author img

By

Published : Jul 5, 2020, 3:18 AM IST

ହାଇଦ୍ରାବାଦ: ଭାରତୀୟଙ୍କ ପାଇଁ ଏଚଆରଏକ୍ସ ଅଡିଓ ପ୍ରଡକ୍ଟ ଆଣିବ କ୍ବାଲକୋମ୍ । ଏଥିପାଇଁ ଭାରତୀୟ ସପିଂ କମ୍ପାନୀ ଫ୍ଲିପକାର୍ଟ ସହ ଏହା ହାତ ମିଳାଇଛି । ପ୍ରଥମ ଥର ପାଇଁ ଏହା ୱାୟାରଲେସ୍ ଅଡିଓ ସାମଗ୍ରୀ ଭାରତରେ ବାହାର କରିବାକୁ ଯାଉଛି ।

ଏଚଆରଏକ୍ସ ବ୍ରାଣ୍ଡ ଅଧୀନରେ ଏହି ଆଡଭାନ୍ସ ଅଡିଓ ପ୍ରଡକ୍ଟ ନିର୍ମାଣ କରିବ କ୍ବାଲକୋମ୍ । ଏଥିରେ ଶବ୍ଦ ନିୟନ୍ତ୍ରଣ କରିବାର ନୂଆ ଉପାୟ ରହିଛି । ଏହି ହେଡଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ବ୍ୟାକଗ୍ରାଉଣ୍ଡ ଶବ୍ଦ ଓ ଇକୋ କଣ୍ଟ୍ରୋଲ କରିବାର ଟେକ୍ନୋଲୋଜି ରହିଛି । ବର୍ତ୍ତମାନ ପାଇଁ କମ୍ପାନୀ ଫ୍ଲିପକାର୍ଟ ସହ ମିଶି 3ଟି ପ୍ରଡକ୍ଟ ବାହାର କରିବ ।

ଏଗୁଡିକ ହେଲା ଏଚଆରଏକ୍ସ ଏକ୍ସ ୱେଭ ୱାନଫୋରଆର, ଏଚଆରଏକ୍ସ ଏକ୍ସ ଡ୍ରପ୍ସ ନାଇନ ଜି ଏବଂ ଏଚଆରଏକ୍ସ ୱେଭ ସେଭେନ ଆର । ଏଚଆରଏକ୍ସ ଏକ୍ସ ୱେଭ ୱାନଫୋରଆର ଏକ ନେକବ୍ୟାଣ୍ଡ ଅଡିଓ ଡିଭାଇସ ଯାହାର ଦାମ୍ 1799 ରହିଛି । ଦ୍ବିତୀୟଟି ଏକ ୱାୟାରଲେସ୍ ଇୟରବୋଡ୍ ଯାହା 2999 ଦାମରେ ଉପଲବ୍ଧ ହେବ । ସେହିପରି ଏଚଆରଏକ୍ସ ୱେଭ ସେଭେନ ଆର ମଧ୍ୟ ଏକ ନେକବ୍ୟାଣ୍ଡ ଯାହା 1499ରେ ଫ୍ଲିପକାର୍ଟରେ ମିଳିପାରିବ ବୋଲି କମ୍ପାନୀ ପ୍ରକାଶ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.