ETV Bharat / bharat

ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ବିଦେଶରେ ଡାକଟିକଟ ଉନ୍ମୋଚିତ

ପାଲେଷ୍ଟାଇନରେ ଉନ୍ମୋଚିତ ହୋଇଛି ଗାନ୍ଧୀଜୀଙ୍କ ଫଟୋ ଥିବା ଡାକ ଟିକଟ। ପାଲେଷ୍ଟାଇନର ସୂଚନା ଓ ପ୍ରଦ୍ୟୋଗିକ ମନ୍ତ୍ରୀ ଏହାକୁ ଉନ୍ମୋଚିତ କରିଛନ୍ତି। ଗାନ୍ଧୀଜୀଙ୍କ 150ତମ ଜୟନ୍ତୀ ଅବସରରେ ଏହି ଡାକଟିକଟ ଉନ୍ମୋଚିତ ହୋଇଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 2, 2019, 1:27 PM IST

ରାମଲ୍ଲା: ଗାନ୍ଧୀଜୀଙ୍କ 150ତମ ଜୟନ୍ତୀ ଅବସରରେ ପାଲେଷ୍ଟାଇନରେ ତାଙ୍କର ଫଟୋ ଥିବା ଏକ ଡାକ ଟିକଟ ଉନ୍ମୋଚିତ ହୋଇଛି । ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଡାକ ଟିକଟ ଜାରି କରାଯାଇଛି ବୋଲି ସେଠାକାର ସରକାରୀ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

palestine
ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ବିଦେଶରେ ଡାକଟିକଟ ଉନ୍ମୋଚିତ

ପାଲେଷ୍ଟାଇନର ଦୂରସଞ୍ଚାର ଏବଂ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରୀ ଇସହାକ ସେଦେର ଏନେଇ ଆୟୋଜିତ ହୋଇଥିବା ଏକ ଉତ୍ସବରେ ଯୋଗ ଦେଇ ଏହି ଡାକ ଟିକଟକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଭାରତର ପ୍ରତିନିଧି ସୁନୀଲ କୁମାର ଉପସ୍ଥିତ ଥିଲେ।

ମନ୍ତ୍ରୀ ସେଦେର କହିଥିଲେ କି, ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶ ସମଗ୍ର ମାନବ ସମାଜକୁ ଆଗକୁ ବଢିବାର ରାସ୍ତା ଦେଖାଇଛି। ଆଗକୁ ମଧ୍ୟ ଦେଖାଇବ। ତାଙ୍କର ଆଦର୍ଶରେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ଅନୁପ୍ରାଣିତ ହୋଇଛି ଏବଂ ଆଗକୁ ମଧ୍ୟ ହେବ।

ସେଠାରେ ଉପସ୍ଥିତ ଥିବା ସୁନୀଲ କୁମାର କହିଥିଲେ, ରାଷ୍ଟ୍ରପିତାଙ୍କୁ ସମ୍ମାନିତ କରି ଭାରତ ଏବଂ ପାଲେଷ୍ଟାଇନ ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜଭୁତ ହୋଇଛି। ଉଭୟ ଦେଶକୁ ଏହା ରାଜନୈତିକ ଏବଂ ସାଂସ୍କୃତିକ ସ୍ତରରେ ଯୋଡିଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ପାଲେଷ୍ଟାଇନର ରାମଲ୍ଲାରେ ଭାରତୀୟ ମିଶନ ଗାନ୍ଧୀଜୀଙ୍କ 150ତମ ଜୟନ୍ତୀ ପାଳନ ପାଇଁ ଏକ ଉତ୍ସବର ଆୟୋଜନ କରିଛି।

Intro:Body:

prabhu

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.