ETV Bharat / bharat

ଗାନ୍ଧୀଙ୍କ ଜନ୍ମଭୂମିରେ ଓଡିଶା ବିଧାୟକ ଦଳ - ଗୁଜରାଟରେ ଓଡିଶା ବିଧାୟକ

ଷ୍ଟାଣ୍ଡିଂ କମିଟି ପକ୍ଷରୁ ଆୟୋଜିତ ଆଉଟ ଅଫ ସାଇଟ ଷ୍ଟଡି ଟୁରରେ ଓଡିଶାର ବିଧାୟକ । ବିଧାୟକମାନେ ଗୁଜୁରାଟ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ପୋରବନ୍ଦର ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ...

ଓଡିଶା ବିଧାୟକ
ଓଡିଶା ବିଧାୟକଙ୍କ ଗୁଜରାଟ ଗସ୍ତ
author img

By

Published : Dec 18, 2019, 11:38 PM IST

ଗାନ୍ଧୀନଗର: ଗୁଜୁରାଟ ଗସ୍ତ କରିଛନ୍ତି ଓଡିଶା ବିଧାୟକ । ଗୁଜୁରାଟ ଯାଇ ବିଧାୟକମାନେ ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ପୋରବନ୍ଦର ବୁଲି ଦେଖିଛନ୍ତି । ଓଡିଶାର ଷ୍ଟାଣ୍ଡିଂ କମିଟି ପକ୍ଷରୁ ବିଧାୟକମାନେ ଆଉଟ ଅଫ ସାଇଟ ଷ୍ଟଡି ଟୁରରେ ଯାଇଛନ୍ତି ।

ଓଡିଶା ବିଧାୟକଙ୍କ ଗୁଜରାଟ ଗସ୍ତ

ଓଡିଶାର ଷ୍ଟାଣ୍ଡି କମିଟି ଆଉଟ ଅଫ ସାଇଟ ଷ୍ଟଡି ଟୁର ପ୍ରୋଗ୍ରାମର ଆୟୋଜିତ କରିଛି । 12 ଡିସେମ୍ବରରୁ ଆରମ୍ଭ ହୋଇ ଏହି ପ୍ରୋଗ୍ରାମ 21 ତାରିଖ ଯାଏ ଚାଲିବ । ଆୟୋଜିତ ଷ୍ଟଡି ଟୁର ପ୍ରୋଗ୍ରାମରେ ଓଡିଶାର ବିଧାୟକ ଓ ତାଙ୍କ ପରିବାର ନୂଆଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର ପରେ ଗୁଜୁରାଟରେ ପହଞ୍ଚିଛନ୍ତି । ବାହାର ରାଜ୍ୟ ଭ୍ରମଣରେ ଯାଇଥିବା ବିଧାୟକମାନଙ୍କ ମଧ୍ୟରେ ମୋହନ ଚରଣ ମାଝି, ପୂର୍ଣ୍ଣଚନ୍ଦ୍ର ବାକା, ପ୍ରୀତମ ପାଢୀ, ମକରନ୍ଦ ମୁଦୁଲି, ନବ ଚରଣ ମାଝି ସାମିଲ ରହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.